Lets talk with Janaki Mahanta for Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି
Read More
**ନୀଳ ଜହ୍ନ ** ନୀଳ ଅମ୍ବରରେ ନୀଳ ଜହ୍ନ ମୋର ନୀଳ ବଉଦର ତଳେ, ନୀଳ କାନ୍ତ ହସେ ନୀଳ ଜୋଛନାରେ ସୁରଭିତ ତାରା ମେଳେ ।। ନୀଳ ସାଗରରେ ନୀଳ ଊର୍ମିମାଳା ନୀଳାଭ ଗଗନ ତଳେ, ନୀଳ ତଟିନୀ ଖୋଜେ ସାଗର ବେଳା ମଥା ରଖିବାକୁ କୋଳେ ।। ନୀଳ ସରସୀରେ ନୀଳ କମଳିନୀ ଢଳ ଢଳ
Read More
**ମୋ ହୃଦୟ ର ଭାଷା ** ମୋ ହୃଦୟ ଭାଷା ବୁଝୁନ ହେ ସାଥୀ ବୁଝି ତ ପାରୁନ ମୋତେ, ଅନ୍ତରର କଥା ପ୍ରୀତି ମଧୁ ଗୀତି ଗୁମର ବାରତା କେତେ? ଅମର ତୂଳୀରେ ଦେଇ ଅଛ ଆଙ୍କି ଜୀବନ୍ତ ଛବି ମୋ ହୃଦେ, ପୂର୍ଣ୍ଣ ରଙ୍ଗ ମୟ ଚିତ୍ର ପଟ୍ଟ ଢାଙ୍କି ରଖିଛି ମନ ଆନନ୍ଦେ
Read More
**କେମିତି ଅଛ?** କେମିତି ଅଛ ଗୋ ମନର ମାନସ ଆକାଶର ଚାନ୍ଦ ମୋର? ଅଭିମାନେ ଅଛ ମର୍ଯ୍ୟାଦା ପୁରୁଷ ପ୍ରେମର ସ୍ୱର୍ଗୀୟ ଧାର ।। ମନ ସାମ୍ରାଜ୍ୟ ରେ କାୟା ବିସ୍ତାରିଛ ହୃଦୟ ସମ୍ରାଟ ମୋର, ସଞ୍ଜ ସକାଳ ଗୋ ସର୍ବତ୍ର ଦିଶୁଛ ପ୍ରୀତି ବିମୁଗ୍ଧ ଶୃଙ୍ଗାର ।। ଚାନ୍ଦ ବଦଳେ ତା’ ପ୍ରତି ପକ୍ଷେ ରୂପ ପୂର୍ଣିମା
Read More
**ନାହିଁ ତୋ ସିନ୍ଦୂର** ମିଠା ଲାଗେ ମୋର ହସ ପରା ସାଥୀ ମିଠା ମୋର ଅଭିମାନ, ମଧୁ ପିଆଲା ମୋ ଗାଳି ଲାଗେ ନିତି ପୁଣି ମୋ ପ୍ରୀତି ଚୁମ୍ବନ ।। ଆହୁରି ମିଠା ମୋ ମନ୍ଦ ମନ୍ଦ ହସ ମିଶ୍ରି ସମ ମୋ ଚାହାଁଣୀ, ମିଠା ମୋର କଥା ମୋ କୋମଳ ସ୍ପର୍ଶ ପାଇ ଆଲିଙ୍ଗନ ପୁଣି
Read More
**ପ୍ରେମ ଦିବସ (ଭାଲେଣ୍ଟାଇନସ୍ ଦିବସ)** ।।ଜାନକୀ ମହାନ୍ତ।। ପ୍ରେମ ଦିବସ ରେ ପାଶ୍ଚାତ୍ୟ ଦେଶର ପ୍ରଥା ମାନେ ନାହିଁ ମନ, “ଗୋଲାପ ଦିବସେ” ଗୋଲାପି ସିନ୍ଦୂର ସିମନ୍ତେ ଦିଅ ମୋ ଧନ ।। “ପ୍ରସ୍ତାବ ଦିନ”ରେ ତୁମ ପିତା ମାତା ବିବାହ ପ୍ରସ୍ତାବ ନେଇ, ମୋ ଗୃହେ ଆସନ୍ତୁ କରି କଥା ବାର୍ତ୍ତା ଆମ ବାହାଘର ପାଇଁ।। “ଚକୋଲେଟ୍
Read More
**ମେଘ ସବାରୀ ରେ ଆସୁଛି ସାଥୀ ମୋର** ।। ଜାନକୀ ମହାନ୍ତ ।। ରୂପ ତା’ ସୁନ୍ଦର ସ୍ୱର ତା’ ମଧୁର କାକଳି ପଞ୍ଚମ ତାନ, ଭାବରେ ବାନ୍ଧଇ ତା’ର ସ୍ନେହ ଡୋର ଶାନ୍ତ ସ୍ନିଗ୍ଧ ସ୍ବଚ୍ଛ ମନ ।। ପଳାଶ ଫୁଲର ନାଲି ଓଢ଼ଣୀରେ ମୁଁ ଅବଗୁଣ୍ଠନ ବତୀ, ମହୁଲ ମଳୟ ବହେ ବସନ୍ତ ରେ ନେଇ
Read More
[[ ତୁମେ ମୋ ଇତିହାସ ]] ।।ଜାନକୀ ମହାନ୍ତ।। ତୁମେ ଇତିହାସ ତୁମେ ବର୍ତ୍ତମାନ ତୁମେ ମୋର ଭବିଷ୍ୟତ, ମମତାଜ୍ ପାଇଁ ଶାହାଜାହାନ ଓ ତାଜମହଲ ବିଖ୍ୟାତ।। ଜଣାଅଛି ମୋତେ ଆଦାମଇଭ୍ ଙ୍କ ଦୁଃଖ ଭରା ପ୍ରେମ କଥା, ରୋମିଓ ଜୁଲିଏଟ୍ ପ୍ରେମୀ ଯୁଗଳଙ୍କ ଯନ୍ତ୍ରଣାର ପ୍ରୀତି ଗାଥା ।। ରାଧା ଶ୍ୟାମ ଙ୍କର ରାସ ଲୀଳା ଖେଳ
Read More