January 20, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*

କେମିତି ଅଛ?— ଜାନକୀ ମହାନ୍ତ

**କେମିତି ଅଛ?**

କେମିତି ଅଛ ଗୋ ମନର ମାନସ
ଆକାଶର ଚାନ୍ଦ ମୋର?
ଅଭିମାନେ ଅଛ ମର୍ଯ୍ୟାଦା ପୁରୁଷ
ପ୍ରେମର ସ୍ୱର୍ଗୀୟ ଧାର ।।

ମନ ସାମ୍ରାଜ୍ୟ ରେ କାୟା ବିସ୍ତାରିଛ
ହୃଦୟ ସମ୍ରାଟ ମୋର,
ସଞ୍ଜ ସକାଳ ଗୋ ସର୍ବତ୍ର ଦିଶୁଛ
ପ୍ରୀତି ବିମୁଗ୍ଧ ଶୃଙ୍ଗାର ।।

ଚାନ୍ଦ ବଦଳେ ତା’ ପ୍ରତି ପକ୍ଷେ ରୂପ
ପୂର୍ଣିମା ଅବା ଅନ୍ଧାର,
ତୁମେ କିନ୍ତୁ ନିତି ହୁଅ ବହୁରୂପ
ଦଗ୍ଧ ଜ୍ୱ।ଳା କଳେବର ।।

ଯୌବନର ରଙ୍ଗ ଦେହର ପ୍ଳାବନ
ସ୍ନେହ ତୃପ୍ତି ସୀମା ହୀନ,
ସ୍ବର୍ଣ୍ଣାଭ ରାତିରେ ବାହୁର ବନ୍ଧନ
ବଢ଼େ ଶରୀର କମ୍ପନ ।।

ସ୍ବପ୍ନ ଆକର୍ଷଣ ହୃଦୟ ଗାୟକ
ପ୍ରେମପୂର୍ଣ୍ଣ ପୁଞ୍ଜି ମୋର,
ଭୁଲିବନି କେବେ ମୋ ପ୍ରାଣ ନାୟକ
ଅନ୍ତରଙ୍ଗ ଅଭିସାର ।।

ଆଗମନ କର ହୃଦୟ ଆକାଶେ
ହସି ଉଠୁ ପୂର୍ଣ୍ଣ ଶଶୀ,
ହେ କଳ୍ପିତ ପ୍ରିୟ ତୁମରି ସକାଶେ
ପ୍ରତୀକ୍ଷିତ ମୁଁ ପ୍ରେୟସୀ ।।

ଜାନକୀ ମହାନ୍ତ
ବେଙ୍ଗାଲୁରୁ।

 409 total views,  1 views today

8 thoughts on “କେମିତି ଅଛ?— ଜାନକୀ ମହାନ୍ତ

  1. Wonderful beat ! I would like to apprentice whilst you amend your web site, how could i subscribe for a blog website?

    The account helped me a applicable deal. I have been tiny
    bit familiar of this your broadcast offered vibrant transparent concept

  2. Someone necessarily help to make severely articles I might state.
    This is the very first time I frequented your website page and to
    this point? I surprised with the research you made to create this actual post incredible.
    Fantastic activity!

  3. Thank you for the auspicious writeup. It in fact was a enjoyment account
    it. Look complex to far added agreeable from you! By the way, how could we keep up a correspondence?

Leave a Reply

Your email address will not be published. Required fields are marked *