June 10, 2023
11 11 11 AM
ଏକତା ହିଁ ବଳ – ବିନୋଦିନୀ ଦାଶ
ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର
ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ
କାଳିଆ ଭରଷା – ଅଶୋକ କୁମାର ପତି
କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ
ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର
ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ
‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର 
କବିତା – ନଳିନୀ ପ୍ରଭା ମିଶ୍ର
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
Latest Post
ଏକତା ହିଁ ବଳ – ବିନୋଦିନୀ ଦାଶ ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ କାଳିଆ ଭରଷା – ଅଶୋକ କୁମାର ପତି କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ ‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର  କବିତା – ନଳିନୀ ପ୍ରଭା ମିଶ୍ର ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

କେମିତି ଅଛ?— ଜାନକୀ ମହାନ୍ତ

**କେମିତି ଅଛ?**

କେମିତି ଅଛ ଗୋ ମନର ମାନସ
ଆକାଶର ଚାନ୍ଦ ମୋର?
ଅଭିମାନେ ଅଛ ମର୍ଯ୍ୟାଦା ପୁରୁଷ
ପ୍ରେମର ସ୍ୱର୍ଗୀୟ ଧାର ।।

ମନ ସାମ୍ରାଜ୍ୟ ରେ କାୟା ବିସ୍ତାରିଛ
ହୃଦୟ ସମ୍ରାଟ ମୋର,
ସଞ୍ଜ ସକାଳ ଗୋ ସର୍ବତ୍ର ଦିଶୁଛ
ପ୍ରୀତି ବିମୁଗ୍ଧ ଶୃଙ୍ଗାର ।।

ଚାନ୍ଦ ବଦଳେ ତା’ ପ୍ରତି ପକ୍ଷେ ରୂପ
ପୂର୍ଣିମା ଅବା ଅନ୍ଧାର,
ତୁମେ କିନ୍ତୁ ନିତି ହୁଅ ବହୁରୂପ
ଦଗ୍ଧ ଜ୍ୱ।ଳା କଳେବର ।।

ଯୌବନର ରଙ୍ଗ ଦେହର ପ୍ଳାବନ
ସ୍ନେହ ତୃପ୍ତି ସୀମା ହୀନ,
ସ୍ବର୍ଣ୍ଣାଭ ରାତିରେ ବାହୁର ବନ୍ଧନ
ବଢ଼େ ଶରୀର କମ୍ପନ ।।

ସ୍ବପ୍ନ ଆକର୍ଷଣ ହୃଦୟ ଗାୟକ
ପ୍ରେମପୂର୍ଣ୍ଣ ପୁଞ୍ଜି ମୋର,
ଭୁଲିବନି କେବେ ମୋ ପ୍ରାଣ ନାୟକ
ଅନ୍ତରଙ୍ଗ ଅଭିସାର ।।

ଆଗମନ କର ହୃଦୟ ଆକାଶେ
ହସି ଉଠୁ ପୂର୍ଣ୍ଣ ଶଶୀ,
ହେ କଳ୍ପିତ ପ୍ରିୟ ତୁମରି ସକାଶେ
ପ୍ରତୀକ୍ଷିତ ମୁଁ ପ୍ରେୟସୀ ।।

ଜାନକୀ ମହାନ୍ତ
ବେଙ୍ଗାଲୁରୁ।

 747 total views,  1 views today

9 thoughts on “କେମିତି ଅଛ?— ଜାନକୀ ମହାନ୍ତ

  1. I’m now not certain where you are getting your info, however good topic.
    I needs to spend a while finding out more or working out more.
    Thanks for excellent info I used to be on the
    lookout for this info for my mission.

    my web blog … tracfone 2022

  2. Thank you for the auspicious writeup. It in fact was a enjoyment account
    it. Look complex to far added agreeable from you! By the way, how could we keep up a correspondence?

  3. Someone necessarily help to make severely articles I might state.
    This is the very first time I frequented your website page and to
    this point? I surprised with the research you made to create this actual post incredible.
    Fantastic activity!

  4. Wonderful beat ! I would like to apprentice whilst you amend your web site, how could i subscribe for a blog website?

    The account helped me a applicable deal. I have been tiny
    bit familiar of this your broadcast offered vibrant transparent concept

Leave a Reply to instagram takipci satin al Cancel reply

Your email address will not be published. Required fields are marked *