*ବାଃ ରେ ନାରୀ*
ନାରୀ..
ନା ରୁ ବଦନାମ..
କେବେ ଅଭିଶପ୍ତ…
କେବେ ଅବହେଳିତ…
ଆଉ କେବେ ନିର୍ଯାତିତ…
କେବେ ଦୁଇ କୁଳ ପାଇଁ ଦୁହିତା
ତ କେବେ ଏ ସମାଜ ପାଇଁ କଳଙ୍କିତା
କେବେ ପରିବାର ପାଇଁ ବୋଝ
ତ ଆଉ କେବେ କାହା ପାଇଁ ହୁଏ ସଜ
କେବେ ଏ ଦୁନିଆ ତାକୁ ହରେଇ ଦିଏ
ତ କେବେ ନିଜର କେହି ତଡ଼ିଦିଏ
କେବେ ଅକର୍ମା,ଅକ୍ଷମ, ରୋଜଗାର ହୀନ
ତ ଆଉ କେବେ ମୁଠେ ଭାତ ପାଇଁ ହୁଏ ହୀନିମାନ
ସବୁ ପରେ ବି ,ସବୁ ପରେ ବି
ନା ଅଛି କିଛି ଅଭିଯୋଗ..
ନା ଅଛି କିଛି ଅଭିମାନ…
ନା ଅଛି କିଛି ଛଳନା…
ନା ଅଛି ଉପହାସ୍ୟ…
କେବଳ ଯାହା ରହିଛି ସ୍ଥାଣୁ, ରକ୍ତ, ମାଂସ
ସେ ବି ଅଚଳ
କିନ୍ତୁ ତା ଭିତରେ ବି ଗୋପନୀୟତାର ସାହାରା ଲୋଡ଼ନ୍ତି
କେତେ ଯେ ହିଂସ୍ରଜୀବ
କେତେ ଯେ ସାଧୁ, ସନ୍ଥ,ଶିକାରୀ, ଆତଙ୍କବାଦୀ, ଚୋର, ନକ୍ସଲ, ବଳାତ୍କାରୀ ଆଉ ତସ୍କର
ବାଃ ରେ ନାରୀ କେମିତି ତୋର ଏ ଜୀବନ
ଅନ୍ୟ ପାଇଁ ସବୁବେଳେ କାହିଁ ପାଉ କଷଣ
@ଶକୁନ୍ତଳା ପରିଡା
ଜଗତସିଂହପୁର
ମର୍ମସ୍ପର୍ଶୀ…
ବାଃ ! ସତରେ ନାରୀକୁ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରିଛ କବିତା ମାଧ୍ୟମରେ ❣️❣️❣️ଶୁଭେଚ୍ଛା ଭଉଣୀ
ଖୁବ୍ ସୁନ୍ଦର ଭାବନା ଓ ଉପସ୍ଥାପନା
Fabulous dear. I’m becoming fan of your writing
Tq so much dear❤️❣️❤️
ସୁନ୍ଦର ❣️
ଧନ୍ୟବାଦ ଛୋଟି ❤️❤️
ସୁନ୍ଦର ଉପସ୍ଥାପନା ଭଉଣୀ
ଧନ୍ୟବାଦ ଦିଦି
ଅତି ସୁନ୍ଦର କବିତା ଓ ଆବୃତି ଶକୁ ଅପା
ଧନ୍ୟବାଦ ପ୍ରିୟ ❤️
ବାଃ କି ସୁନ୍ଦର ବର୍ଣ୍ଣନା
ଧନ୍ୟବାଦ ପ୍ରିୟ ❣️
Wah Sakuntala wah bahut sundar
ଏହି କବିତା ଟିକୁ ମୁଁ ଆଉ ଥରେ ତୋ ପାଇଁ ଉତ୍ସର୍ଗିତ କରିବାକୁ ଚାହିଁବି ” ବାଃ ବାଃ ରେ ନାରୀ” “ବାଃ ବାଃ ରେ ନାରୀ”✋
ଭଗବାନଙ୍କର ଆଶୀର୍ବାଦ ସବୁବେଳେ ତୋ ମଥା ଉପରେ ଥାଉ ଏତିକି କାମନା ମୋର। ଆଉ ତତ୍ସହିତ ମୋର ଶୁଭାଶିଷ ସବୁବେଳେ ତୋ ସହ ଛାଇ ପରି ରହିଛି ରହିଥିଲା ଆଉ ରହିଥିବ ବି
ବହୁତ୍ ବହୁତ୍ ଧନ୍ୟବାଦ ଭାଇ
ସତରେ ନିଚ୍ଛକ ସତଟି ବଖାଣିଛ…
ଧନ୍ୟବାଦ
ଆଃ…
ଖୁବ୍ ସୁନ୍ଦର
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ବହୁତ୍ ବହୁତ୍ ଧନ୍ୟବାଦ ଭାଇ
Wahhhhhhh…
Didi Speechless❣️❣️❣️❣️
Tq so much hruday & God bless you ❣️
ବାଃ ୟାକୁ ହିଁ କୁହନ୍ତି ଆବୃତ୍ତି, ଖୁବ୍ ସୁନ୍ଦର ଦିଦି, ଅସୀମିତ ଶୁଭେଚ୍ଛା
ଧନ୍ୟବାଦ ଛୋଟି ଏବଂ ଢେର୍ ସାରା ସ୍ନେହ ❤️❤️❤️❤️
ବାଃ ! ସମସ୍ତ କବିତା ଆବୃତ୍ତି ଭିଡ଼ିଓ ଠାରୁ ଏ ଥିଲା ଅନନ୍ୟ…
ନାରୀ ର ଜୀବନୀ କୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି
ବହୁତ୍ ବହୁତ୍ ଧନ୍ୟବାଦ ଭାଇ ତୁମର ଏତେ ସୁନ୍ଦର ମତାମତ ପାଇଁ
ବହୁତ୍ ସୁନ୍ଦର ଦିଦି
ଧନ୍ୟବାଦ ଛୋଟି ❣️❣️❣️
ସୁନ୍ଦର
ଧନ୍ୟବାଦ ଆଜ୍ଞା