February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ବାଃ ରେ ନାରୀ–ଶକୁନ୍ତଳା ପରିଡା*

*ବାଃ ରେ ନାରୀ*

ନାରୀ..
ନା ରୁ ବଦନାମ..

କେବେ ଅଭିଶପ୍ତ…
କେବେ ଅବହେଳିତ…
ଆଉ କେବେ ନିର୍ଯାତିତ…

କେବେ ଦୁଇ କୁଳ ପାଇଁ ଦୁହିତା
ତ କେବେ ଏ ସମାଜ ପାଇଁ କଳଙ୍କିତା
କେବେ ପରିବାର ପାଇଁ ବୋଝ
ତ ଆଉ କେବେ କାହା ପାଇଁ ହୁଏ ସଜ

କେବେ ଏ ଦୁନିଆ ତାକୁ ହରେଇ ଦିଏ
ତ କେବେ ନିଜର କେହି ତଡ଼ିଦିଏ
କେବେ ଅକର୍ମା,ଅକ୍ଷମ, ରୋଜଗାର ହୀନ
ତ ଆଉ କେବେ ମୁଠେ ଭାତ ପାଇଁ ହୁଏ ହୀନିମାନ

ସବୁ ପରେ ବି ,ସବୁ ପରେ ବି
ନା ଅଛି କିଛି ଅଭିଯୋଗ..
ନା ଅଛି କିଛି ଅଭିମାନ…
ନା ଅଛି କିଛି ଛଳନା…
ନା ଅଛି ଉପହାସ୍ୟ…

କେବଳ ଯାହା ରହିଛି ସ୍ଥାଣୁ, ରକ୍ତ, ମାଂସ
ସେ ବି ଅଚଳ
କିନ୍ତୁ ତା ଭିତରେ ବି ଗୋପନୀୟତାର ସାହାରା ଲୋଡ଼ନ୍ତି
କେତେ ଯେ ହିଂସ୍ରଜୀବ
କେତେ ଯେ ସାଧୁ, ସନ୍ଥ,ଶିକାରୀ, ଆତଙ୍କବାଦୀ, ଚୋର, ନକ୍ସଲ, ବଳାତ୍କାରୀ ଆଉ ତସ୍କର

ବାଃ ରେ ନାରୀ କେମିତି ତୋର ଏ ଜୀବନ
ଅନ୍ୟ ପାଇଁ ସବୁବେଳେ କାହିଁ ପାଉ କଷଣ

@ଶକୁନ୍ତଳା ପରିଡା

ଜଗତସିଂହପୁର

 1,140 total views,  3 views today

30 thoughts on “*ବାଃ ରେ ନାରୀ–ଶକୁନ୍ତଳା ପରିଡା*

  1. ବାଃ ! ସତରେ ନାରୀକୁ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରିଛ କବିତା ମାଧ୍ୟମରେ ❣️❣️❣️ଶୁଭେଚ୍ଛା ଭଉଣୀ

  2. Wah Sakuntala wah bahut sundar
    ଏହି କବିତା ଟିକୁ ମୁଁ ଆଉ ଥରେ ତୋ ପାଇଁ ଉତ୍ସର୍ଗିତ କରିବାକୁ ଚାହିଁବି ” ବାଃ ବାଃ ରେ ନାରୀ” “ବାଃ ବାଃ ରେ ନାରୀ”✋
    ଭଗବାନଙ୍କର ଆଶୀର୍ବାଦ ସବୁବେଳେ ତୋ ମଥା ଉପରେ ଥାଉ ଏତିକି କାମନା ମୋର। ଆଉ ତତ୍ସହିତ ମୋର ଶୁଭାଶିଷ ସବୁବେଳେ ତୋ ସହ ଛାଇ ପରି ରହିଛି ରହିଥିଲା ଆଉ ରହିଥିବ ବି

  3. ଆଃ…

    ଖୁବ୍ ସୁନ୍ଦର

    ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  4. ବାଃ ୟାକୁ ହିଁ କୁହନ୍ତି ଆବୃତ୍ତି, ଖୁବ୍ ସୁନ୍ଦର ଦିଦି, ଅସୀମିତ ଶୁଭେଚ୍ଛା

    1. ଧନ୍ୟବାଦ ଛୋଟି ଏବଂ ଢେର୍ ସାରା ସ୍ନେହ ❤️❤️❤️❤️

  5. ବାଃ ! ସମସ୍ତ କବିତା ଆବୃତ୍ତି ଭିଡ଼ିଓ ଠାରୁ ଏ ଥିଲା ଅନନ୍ୟ…
    ନାରୀ ର ଜୀବନୀ କୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି

    1. ବହୁତ୍ ବହୁତ୍ ଧନ୍ୟବାଦ ଭାଇ ତୁମର ଏତେ ସୁନ୍ଦର ମତାମତ ପାଇଁ

Leave a Reply

Your email address will not be published. Required fields are marked *