Mar
2022
11
*ବାଃ ରେ ନାରୀ–ଶକୁନ୍ତଳା ପରିଡା*
*ବାଃ ରେ ନାରୀ* ନାରୀ.. ନା ରୁ ବଦନାମ.. କେବେ ଅଭିଶପ୍ତ… କେବେ ଅବହେଳିତ… ଆଉ କେବେ ନିର୍ଯାତିତ… କେବେ ଦୁଇ କୁଳ ପାଇଁ ଦୁହିତା ତ କେବେ ଏ ସମାଜ ପାଇଁ କଳଙ୍କିତା କେବେ ପରିବାର ପାଇଁ ବୋଝ ତ ଆଉ କେବେ କାହା ପାଇଁ ହୁଏ ସଜ କେବେ ଏ ଦୁନିଆ ତାକୁ ହରେଇ ଦିଏ