April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବାଃ ରେ ନାରୀ–ଶକୁନ୍ତଳା ପରିଡା*

*ବାଃ ରେ ନାରୀ*

ନାରୀ..
ନା ରୁ ବଦନାମ..

କେବେ ଅଭିଶପ୍ତ…
କେବେ ଅବହେଳିତ…
ଆଉ କେବେ ନିର୍ଯାତିତ…

କେବେ ଦୁଇ କୁଳ ପାଇଁ ଦୁହିତା
ତ କେବେ ଏ ସମାଜ ପାଇଁ କଳଙ୍କିତା
କେବେ ପରିବାର ପାଇଁ ବୋଝ
ତ ଆଉ କେବେ କାହା ପାଇଁ ହୁଏ ସଜ

କେବେ ଏ ଦୁନିଆ ତାକୁ ହରେଇ ଦିଏ
ତ କେବେ ନିଜର କେହି ତଡ଼ିଦିଏ
କେବେ ଅକର୍ମା,ଅକ୍ଷମ, ରୋଜଗାର ହୀନ
ତ ଆଉ କେବେ ମୁଠେ ଭାତ ପାଇଁ ହୁଏ ହୀନିମାନ

ସବୁ ପରେ ବି ,ସବୁ ପରେ ବି
ନା ଅଛି କିଛି ଅଭିଯୋଗ..
ନା ଅଛି କିଛି ଅଭିମାନ…
ନା ଅଛି କିଛି ଛଳନା…
ନା ଅଛି ଉପହାସ୍ୟ…

କେବଳ ଯାହା ରହିଛି ସ୍ଥାଣୁ, ରକ୍ତ, ମାଂସ
ସେ ବି ଅଚଳ
କିନ୍ତୁ ତା ଭିତରେ ବି ଗୋପନୀୟତାର ସାହାରା ଲୋଡ଼ନ୍ତି
କେତେ ଯେ ହିଂସ୍ରଜୀବ
କେତେ ଯେ ସାଧୁ, ସନ୍ଥ,ଶିକାରୀ, ଆତଙ୍କବାଦୀ, ଚୋର, ନକ୍ସଲ, ବଳାତ୍କାରୀ ଆଉ ତସ୍କର

ବାଃ ରେ ନାରୀ କେମିତି ତୋର ଏ ଜୀବନ
ଅନ୍ୟ ପାଇଁ ସବୁବେଳେ କାହିଁ ପାଉ କଷଣ

@ଶକୁନ୍ତଳା ପରିଡା

ଜଗତସିଂହପୁର

Loading

30 thoughts on “*ବାଃ ରେ ନାରୀ–ଶକୁନ୍ତଳା ପରିଡା*

  1. ବାଃ ! ସତରେ ନାରୀକୁ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରିଛ କବିତା ମାଧ୍ୟମରେ ❣️❣️❣️ଶୁଭେଚ୍ଛା ଭଉଣୀ

  2. Wah Sakuntala wah bahut sundar
    ଏହି କବିତା ଟିକୁ ମୁଁ ଆଉ ଥରେ ତୋ ପାଇଁ ଉତ୍ସର୍ଗିତ କରିବାକୁ ଚାହିଁବି ” ବାଃ ବାଃ ରେ ନାରୀ” “ବାଃ ବାଃ ରେ ନାରୀ”✋
    ଭଗବାନଙ୍କର ଆଶୀର୍ବାଦ ସବୁବେଳେ ତୋ ମଥା ଉପରେ ଥାଉ ଏତିକି କାମନା ମୋର। ଆଉ ତତ୍ସହିତ ମୋର ଶୁଭାଶିଷ ସବୁବେଳେ ତୋ ସହ ଛାଇ ପରି ରହିଛି ରହିଥିଲା ଆଉ ରହିଥିବ ବି

  3. ଆଃ…

    ଖୁବ୍ ସୁନ୍ଦର

    ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  4. ବାଃ ୟାକୁ ହିଁ କୁହନ୍ତି ଆବୃତ୍ତି, ଖୁବ୍ ସୁନ୍ଦର ଦିଦି, ଅସୀମିତ ଶୁଭେଚ୍ଛା

    1. ଧନ୍ୟବାଦ ଛୋଟି ଏବଂ ଢେର୍ ସାରା ସ୍ନେହ ❤️❤️❤️❤️

  5. ବାଃ ! ସମସ୍ତ କବିତା ଆବୃତ୍ତି ଭିଡ଼ିଓ ଠାରୁ ଏ ଥିଲା ଅନନ୍ୟ…
    ନାରୀ ର ଜୀବନୀ କୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି

    1. ବହୁତ୍ ବହୁତ୍ ଧନ୍ୟବାଦ ଭାଇ ତୁମର ଏତେ ସୁନ୍ଦର ମତାମତ ପାଇଁ

Leave a Reply to Priyadarshani Mahapatra Cancel reply

Your email address will not be published. Required fields are marked *