ମାନସ ମନ୍ଥନ ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ, ଭଞ୍ଜନଗର ନୃସଂଶତାର ଗୋଟିଏ ସୀମା ଅଛି। ଅଜାତଶତ୍ରୁ ଅଜଣା ଭୂତାଣୁ ଭୟରେ ଆତ୍ମଗୋପନ କରିଥିବା ମଣିଷ ଆଜି ବିଶାଳ ପାହାଡ଼କୁ ଗୋଇଠା ମାରିବାର ଦମ୍ଭ, ଅସୀମ ଆକାଶକୁ ଟେକା ଫୋପାଡିବାର ଅପଚେଷ୍ଟା ନିର୍ଲ୍ଲଜପଣକୁ ତାର କରେ କ୍ରୂର ପରିହାସ ନିରୀହ ଗର୍ଭିଣୀ ହସ୍ତିନୀ ସିଏ ହୋଇପାରେ ପଶୁଟିଏ କିନ୍ତୁ
Read More
ସମ୍ଭାବନା ଡ଼. ଅଶୋକ କୁମାର ଷଡଙ୍ଗୀ, ଭଞ୍ଜନଗର, ଗଂଜାମ ପରାଜୟର ଶେଷ ଚିଠା ପ୍ରସ୍ତୁତ ଅଵଶୋଷର ଚୌକାଠରେ ବନ୍ଦୀ ବ୍ୟକ୍ତିତ୍ୱ ଦମ୍ଭ ଓ ଅଭିମାନର ନଭଶ୍ଚୁମ୍ବୀ ଅଟ୍ଟାଳିକା ବିଫଳତାର ଭୂ-କମ୍ପରେ କ୍ରମଃ-ଧୂଳିସାତ ବୁଢ଼ିଆଣୀର ଘରାରେ ପ୍ରଜାପତିର ଜୀବନ ଝୁଲୁଥାଏ ଗୋଟେ ସୂତା ଖିଅରେ ସମ୍ବାଳୁଆ ଭିତରେ ଗଜୁରିଉଠେ ପୁଣି ସମ୍ଭାବନାର ଶେଷ ଇସ୍ତାହାର ନେଇ ପ୍ରଜାପତିର ଝୁଲନ୍ତା ଡେଣାରେ
Read More
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ, ଭଞ୍ଜନଗର ଆଣ୍ଠୁଏ ପାଣିକି ଗଲିଲୋ ସଜନୀ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଯୋ’ ଡ଼ାଳ ଧରିଲି, ପତ୍ରକୁ ଛୁଇଁଲି ରକ୍ତ ଶୋଷି ଶୋଷି ଖାଉଛି କେଉଁ ସୁନେଲି ସ୍ୱପ୍ନରେ ମୋହବିଷ୍ଠ ମନ ଏବେ କ୍ଳାନ୍ତ ଅବସନ୍ନ କେଉଁ ମୋହର ପଙ୍କରେ ଚିରକାଳ ନିମଜ୍ଜିତ ସମୟର ପଦ୍ମ
Read More
*ନିଶିପଦ୍ମା* ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ, ଭଞ୍ଜନଗର କେଉଁ ସ୍ୱପ୍ନରେ ଭରିଦେବି ପ୍ରେମର ପାଖୁଡ଼ା ପରାଗରେ ବିଞ୍ଚି ଦେବି ସ୍ମୃତିର ସୁଗନ୍ଧ କେଉଁ ଶବ୍ଦରେ ଗୁନ୍ଥି ଦେବି ଅନୁରାଗର ଗଜରାମାଳା କହ ନିଶିପଦ୍ମା କେଉଁ ଦୁଃଖରେ ତୁ ସଦା ମୁହ୍ୟମାନ ଅନୁରାଗ ନା ବିରାଗ ଆନନ୍ଦ ନା ଅବସାଦ କେଉଁ ଶବ୍ଦ କରେ ତତେ ନିତ୍ୟ ଉଚ୍ଚକିତ;
Read More