March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ସମ୍ଭାବନା– ଡ଼. ଅଶୋକ କୁମାର ଷଡଙ୍ଗୀ*

ସମ୍ଭାବନା

ଡ଼. ଅଶୋକ କୁମାର ଷଡଙ୍ଗୀ, ଭଞ୍ଜନଗର, ଗଂଜାମ

ପରାଜୟର ଶେଷ ଚିଠା ପ୍ରସ୍ତୁତ
ଅଵଶୋଷର ଚୌକାଠରେ ବନ୍ଦୀ ବ୍ୟକ୍ତିତ୍ୱ
ଦମ୍ଭ ଓ ଅଭିମାନର ନଭଶ୍ଚୁମ୍ବୀ ଅଟ୍ଟାଳିକା
ବିଫଳତାର ଭୂ-କମ୍ପରେ କ୍ରମଃ-ଧୂଳିସାତ

ବୁଢ଼ିଆଣୀର ଘରାରେ ପ୍ରଜାପତିର ଜୀବନ
ଝୁଲୁଥାଏ ଗୋଟେ ସୂତା ଖିଅରେ
ସମ୍ବାଳୁଆ ଭିତରେ ଗଜୁରିଉଠେ
ପୁଣି ସମ୍ଭାବନାର ଶେଷ ଇସ୍ତାହାର ନେଇ
ପ୍ରଜାପତିର ଝୁଲନ୍ତା ଡେଣାରେ
ଜୀବନଟା ଛଟପଟ ହୁଏ

ନେତା ବେକରେ ଫୁଲମାଳ ପଡିଲେ କରତାଳି,
ଛେଳି ବେକରେ ଫୁଲମାଳ ପଡିଲେ
ଲାଲ ରକ୍ତରେ ଧୋଇଦିଏ ମାଟି ଓ ପାତକ
ଦେବୀ ମସ୍ତକର ଫୁଲମାଳ
ରକ୍ତକ୍ଷରା ହସ ତୋଳେ
ଅଭୟ ମୁଦ୍ରାର ଅତୁଟ ସଂକେତ

ଫଗୁଣରେ ବି ଅଦୃଶ୍ୟ ନବ କିଶଳୟ
କୋକିଳର କ୍ଷୀଣ କଣ୍ଠରେ
ଫିକା ପଡୁଛି ବଉଳର ବାସ୍ନା
ପଲାଶର ଲାଲ ରଙ୍ଗରେ
ପୋତି ହୋଇ ଯାଇଛି
ବିଧବା ମାଟିର ଦେହ କି ବଞ୍ଚିବାର ମୋହ
ନିଜ ଠାରୁ ନିଜକୁ ଦୂରେଇ ନେଉଛି
ଭଗ୍ନମନର ଲୋରି
ଅଦିନ ମେଘରେ ବନ୍ୟା ଆସୁଛି
ନଦୀର ସ୍ୱପ୍ନକୁ ଧରି
କ୍ଳାନ୍ତ ଓ ଅବସନ୍ନର ଚହଲା ପାଣିରେ
କାତ ମାରି ମାରି ମାରି,
ଜୀବନର ଡ଼ଙ୍ଗା ଲାଗିବାକୁ ହେବ
ଅବଶିଷ୍ଟ ଆୟୁସକୁ ଧରି
ଗନ୍ତବ୍ୟ ସ୍ଥଳରେ
ସମ୍ଭାବନାର ଶେଷ ସୂର୍ଯ୍ୟ ଅସ୍ତମିତ ପୂର୍ବରୁ।

 467 total views,  1 views today

14 thoughts on “*ସମ୍ଭାବନା– ଡ଼. ଅଶୋକ କୁମାର ଷଡଙ୍ଗୀ*

  1. ラブドール 最新 なぜゲイのダッチワイフが人気を博しているのですか?ダッチワイフ業界:それはどこまで進んだのか?なぜセックス本物の人形を売りに出すのですか?性的刺激のためのダッチワイフの選び方

  2. What’s Taking place i am new to this, I stumbled upon thisI’ve found It absolutely useful and it has aided me out loads.I hope to give a contribution & help different users like its aided me.Good job.

  3. A motivating discussion is definitely worth comment. I think that you ought to publish more about this issue, it might not be a taboo matter but typically folks don’t speak about these issues. To the next! Cheers!!

  4. Does anyone know whether I can purchase Just Delta 8 Cartridges (justdeltastore.com) at Ragin Vapes, 4416 Johnston St Suite 7B, Lafayette, LA, 70503?

Leave a Reply

Your email address will not be published. Required fields are marked *