August 11, 2022
11 11 11 AM
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ*
*ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର*
*Live for You–Monalisa Parida*
*ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ*
*ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧)
ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର
ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ
ମାଟି ର ମଣିଷ — ସୁଜାତା ପତି
ମାଟି ର ମଣିଷ — ଭାରତୀ ପଣ୍ଡା
ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ
ମାଟି ର ମଣିଷ — ଅଭିପ୍ସା ଧଳ
ମାଟିର ମଣିଷ — ଚିନ୍ମୟୀ ମହାପାତ୍ର 
ମାଟିର ମଣିଷ — ଅର୍ଚ୍ଚନା ନାୟକ
ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର
ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା
ମାଟି ମଟାଳର ମଣିଷ — ରମେଶ କୁମାର ସାହୁ
ମାଟି ମଟାଳର ମଣିଷ — ଭ୍ରମର ବାଗ
ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର
ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ
ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ
Latest Post
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ* *ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର* *Live for You–Monalisa Parida* *ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ* *ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧) ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ ମାଟି ର ମଣିଷ — ସୁଜାତା ପତି ମାଟି ର ମଣିଷ — ଭାରତୀ ପଣ୍ଡା ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ ମାଟି ର ମଣିଷ — ଅଭିପ୍ସା ଧଳ ମାଟିର ମଣିଷ — ଚିନ୍ମୟୀ ମହାପାତ୍ର  ମାଟିର ମଣିଷ — ଅର୍ଚ୍ଚନା ନାୟକ ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା ମାଟି ମଟାଳର ମଣିଷ — ରମେଶ କୁମାର ସାହୁ ମାଟି ମଟାଳର ମଣିଷ — ଭ୍ରମର ବାଗ ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ

ବସନ୍ତ ର ଅଭିଷେକ — ସପ୍ନା ସିଂହ..

ଶୀର୍ଷକ – ବସନ୍ତ ର ଅଭିଷେକ
ସପ୍ନା ସିଂହ..

ଶୀତ ସାଙ୍ଗ ମୋର, ଫେରି ଆସ ତୁମେ..
ଧରାଧାମ ରୁ ଯେ ନେଇ ମେଲାଣି..
ଋତୁରାଜ ର ଯେ ଅପେକ୍ଷାରତା…
ବଉଳ ପାଟ ପିନ୍ଧି ପ୍ରକୃତି ରାଣୀ.

ସ୍ନିଗ୍ଧ ଆବେଗ ରେ ବିହୁରିତ ବାସ୍ନା..
ମୃଦୁ ମଳୟ ର ମଧୁର ମୂର୍ଚ୍ଛନା..
ନ ଥିବ ଛଳନା ଅବା ପ୍ରତାରଣା…
କେବଳ ଜଗତେ ନବ ଉନ୍ମାଦନା…

କୋକିଳ ର ତାନ ଚଉଦିଗେ ଭାସି..
ଭରିବ ହୃଦୟେ ଅନନ୍ତ ବାସନା…
ଆମ୍ଭ୍ର କୁଞ୍ଜ ବନେ ପ୍ରେମୀ ଯୁଗଳ ମିଳନ..
ଦୃଶ୍ୟ ଏ ଅପୂର୍ବ ଭାରି ମନ ମତାଣିଆ..

ପ୍ରେମ ଅବୀର ରେ ବୋଳା ହେବ ତନୁ..
ରୋମାଞ୍ଚିତ ହେବ ପ୍ରତି ମନ ପ୍ରାଣ..
ପୁଷ୍ପ ସମ୍ଭାର ଘେନି ବସନ୍ତ ରାଜ ମୁହିଁ..
କୁହାଇବି ଧରା ରେ ଶ୍ରୀ ସମ୍ପନ୍ନ..

ପଲାଶ ବଣ ରେ କାମନା ର ନିଆଁ..
ଲଗେଇବି ଯାଇ ମୁହିଁ..
ଦୂର ଦିଗବଳୟ ରୁ କୃଷ୍ଣଚୂଡ଼ା ଅଭିସାର..
ସନ୍ଦେଶିବ ହଳଦୀ ବସନ୍ତ ଯାଇ..

ଫଗୁଣ ଝୁଲା ରେ ଝୁଲିବେ ରମଣୀ..
ବାଗ୍ ଦେବୀ ଦେବେ ବିଦ୍ୟା ବରଦାନ..
ମଧୁମାଳତୀ ର ସୁରଭି ଛୁଟିବ..
ହେବ ଯେବେ ଧରା ରେ ମୋର ଆଗମନ..

ନାନା ଜାତି ରଙ୍ଗ ପସରା ମେଲାଇ..
ଚାହିଁଛନ୍ତି ପଥ ସତୃଷ୍ଣ ନୟନେ ଅନେକ..
ସ୍ବପ୍ନ ପୂରକ ମୁଁ ସଭିଙ୍କ ର ପ୍ରିୟ..
କରିବେ ବିଶ୍ୱବାସୀ ମୋର ଅଭିଷେକ..

ବ୍ରଜରାଜନଗର, ଝାରସୁଗୁଡା

 566 total views,  1 views today

3 thoughts on “ବସନ୍ତ ର ଅଭିଷେକ — ସପ୍ନା ସିଂହ..

  1. It’s a pity you don’t have a donate button! I’d without a doubt donate to thisoutstanding blog! I guess for now i’ll settle for book-marking and adding your RSS feed to my Google account.I look forward to brand new updates and will share this site with my Facebook group.Chat soon!

Leave a Reply

Your email address will not be published.

4 × = four