March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ବସନ୍ତ ର ଅଭିଷେକ — ସପ୍ନା ସିଂହ..

ଶୀର୍ଷକ – ବସନ୍ତ ର ଅଭିଷେକ
ସପ୍ନା ସିଂହ..

ଶୀତ ସାଙ୍ଗ ମୋର, ଫେରି ଆସ ତୁମେ..
ଧରାଧାମ ରୁ ଯେ ନେଇ ମେଲାଣି..
ଋତୁରାଜ ର ଯେ ଅପେକ୍ଷାରତା…
ବଉଳ ପାଟ ପିନ୍ଧି ପ୍ରକୃତି ରାଣୀ.

ସ୍ନିଗ୍ଧ ଆବେଗ ରେ ବିହୁରିତ ବାସ୍ନା..
ମୃଦୁ ମଳୟ ର ମଧୁର ମୂର୍ଚ୍ଛନା..
ନ ଥିବ ଛଳନା ଅବା ପ୍ରତାରଣା…
କେବଳ ଜଗତେ ନବ ଉନ୍ମାଦନା…

କୋକିଳ ର ତାନ ଚଉଦିଗେ ଭାସି..
ଭରିବ ହୃଦୟେ ଅନନ୍ତ ବାସନା…
ଆମ୍ଭ୍ର କୁଞ୍ଜ ବନେ ପ୍ରେମୀ ଯୁଗଳ ମିଳନ..
ଦୃଶ୍ୟ ଏ ଅପୂର୍ବ ଭାରି ମନ ମତାଣିଆ..

ପ୍ରେମ ଅବୀର ରେ ବୋଳା ହେବ ତନୁ..
ରୋମାଞ୍ଚିତ ହେବ ପ୍ରତି ମନ ପ୍ରାଣ..
ପୁଷ୍ପ ସମ୍ଭାର ଘେନି ବସନ୍ତ ରାଜ ମୁହିଁ..
କୁହାଇବି ଧରା ରେ ଶ୍ରୀ ସମ୍ପନ୍ନ..

ପଲାଶ ବଣ ରେ କାମନା ର ନିଆଁ..
ଲଗେଇବି ଯାଇ ମୁହିଁ..
ଦୂର ଦିଗବଳୟ ରୁ କୃଷ୍ଣଚୂଡ଼ା ଅଭିସାର..
ସନ୍ଦେଶିବ ହଳଦୀ ବସନ୍ତ ଯାଇ..

ଫଗୁଣ ଝୁଲା ରେ ଝୁଲିବେ ରମଣୀ..
ବାଗ୍ ଦେବୀ ଦେବେ ବିଦ୍ୟା ବରଦାନ..
ମଧୁମାଳତୀ ର ସୁରଭି ଛୁଟିବ..
ହେବ ଯେବେ ଧରା ରେ ମୋର ଆଗମନ..

ନାନା ଜାତି ରଙ୍ଗ ପସରା ମେଲାଇ..
ଚାହିଁଛନ୍ତି ପଥ ସତୃଷ୍ଣ ନୟନେ ଅନେକ..
ସ୍ବପ୍ନ ପୂରକ ମୁଁ ସଭିଙ୍କ ର ପ୍ରିୟ..
କରିବେ ବିଶ୍ୱବାସୀ ମୋର ଅଭିଷେକ..

ବ୍ରଜରାଜନଗର, ଝାରସୁଗୁଡା

Loading

3 thoughts on “ବସନ୍ତ ର ଅଭିଷେକ — ସପ୍ନା ସିଂହ..

  1. It’s a pity you don’t have a donate button! I’d without a doubt donate to thisoutstanding blog! I guess for now i’ll settle for book-marking and adding your RSS feed to my Google account.I look forward to brand new updates and will share this site with my Facebook group.Chat soon!

Leave a Reply to Guy Cancel reply

Your email address will not be published. Required fields are marked *