Feb
2021
21
ବସନ୍ତ ର ଅଭିଷେକ — ସପ୍ନା ସିଂହ..
ଶୀର୍ଷକ – ବସନ୍ତ ର ଅଭିଷେକ ସପ୍ନା ସିଂହ.. ଶୀତ ସାଙ୍ଗ ମୋର, ଫେରି ଆସ ତୁମେ.. ଧରାଧାମ ରୁ ଯେ ନେଇ ମେଲାଣି.. ଋତୁରାଜ ର ଯେ ଅପେକ୍ଷାରତା… ବଉଳ ପାଟ ପିନ୍ଧି ପ୍ରକୃତି ରାଣୀ. ସ୍ନିଗ୍ଧ ଆବେଗ ରେ ବିହୁରିତ ବାସ୍ନା.. ମୃଦୁ ମଳୟ ର ମଧୁର ମୂର୍ଚ୍ଛନା.. ନ ଥିବ ଛଳନା ଅବା ପ୍ରତାରଣା…