ଶୀର୍ଷକ-ବର୍ଷର ଶେଷ ଦିନ
ବରଷର ଶେଷ ଦିନ ବିତି ଯିବ
ସୁଖ ର ସମୟ ଆସିବ,
ଏ ଅଭୁଲା ସ୍ମୃତି ଚିର ଦିନ ପାଇଁ
ଇତିହାସେ ଲେଖା ହୋଇବ।1।
ବିଶ୍ଵ ମହାମାରୀ ନିଶ୍ଚେ ଦିନେ ଯିବ,
ସ୍ମୃତି ଚିରଦିନ ରହିବ,
ଜନନୀର କୋଳୁ କନ୍ୟାକୁ ମାରିଲେ
ସିଏ କେବେ ନଫେରିବ।2।
ସମାଜର ପୃଷ୍ଠା ଲେଉଟାଇ ଦେଲେ
ଖାଲି ହତ୍ୟା ଆଉ ଧର୍ଷଣ,
ସମାଜେ ସଂସ୍କାରେ କେତେ ନୂଆ ନୀତି
କିଏ କରୁଅଛି ପାଳନ।3।
ଶତାବ୍ଦୀ ଶତାବ୍ଦୀ ଭାବନା କରିଲେ
ସଂସ୍କାରେ ପ୍ରଭାବ ପଡେନା,
ସଚେତନ ଯିଏ ବିବେକ ଗଠନେ
ମନୁଷ୍ୟ ସେ ମହାମନା।4।
କୁସଂସ୍କାର ରୋଗ ସମାଜୁ ହଟିଲେ
ସୁସଂସ୍କୃତ ହୁଏ ସମାଜ,
ଶେଷ ବରଷକୁ ବିଦାୟ ଦେଇଣ
ଗଢ଼ିବା ଉତ୍ତମ ସମାଜ।5।
ସବିତା ଶୁକ୍ଳା
ରାକମା,ଭାପୁର, ନୟାଗଡ଼
real sex dolls Latest Grown-up Doll Cosmetics Guide For New Buyers Buying a real sex dolls Is anything but a Misuse of Money real sex dolls Venerate Doll For Real Sex In Silicone TPE Upgrade Your Grown-up Dreams With Genuine real sex dollss
best cheap sex doll We’re a bunch of volunteers and opening a brand new scheme in our community. Your web site offered us with useful information to work on.