Dec
2020
27
ବର୍ଷର ଶେଷ ଦିନ—ସବିତା ଶୁକ୍ଳା
ଶୀର୍ଷକ-ବର୍ଷର ଶେଷ ଦିନ ବରଷର ଶେଷ ଦିନ ବିତି ଯିବ ସୁଖ ର ସମୟ ଆସିବ, ଏ ଅଭୁଲା ସ୍ମୃତି ଚିର ଦିନ ପାଇଁ ଇତିହାସେ ଲେଖା ହୋଇବ।1। ବିଶ୍ଵ ମହାମାରୀ ନିଶ୍ଚେ ଦିନେ ଯିବ, ସ୍ମୃତି ଚିରଦିନ ରହିବ, ଜନନୀର କୋଳୁ କନ୍ୟାକୁ ମାରିଲେ ସିଏ କେବେ ନଫେରିବ।2। ସମାଜର ପୃଷ୍ଠା ଲେଉଟାଇ ଦେଲେ ଖାଲି ହତ୍ୟା