February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ବର୍ଷର ଶେଷ ଦିନ—ସବିତା ଶୁକ୍ଳା

ଶୀର୍ଷକ-ବର୍ଷର ଶେଷ ଦିନ

ବରଷର ଶେଷ ଦିନ ବିତି ଯିବ
ସୁଖ ର ସମୟ ଆସିବ,
ଏ ଅଭୁଲା ସ୍ମୃତି ଚିର ଦିନ ପାଇଁ
ଇତିହାସେ ଲେଖା ହୋଇବ।1।

ବିଶ୍ଵ ମହାମାରୀ ନିଶ୍ଚେ ଦିନେ ଯିବ,
ସ୍ମୃତି ଚିରଦିନ ରହିବ,
ଜନନୀର କୋଳୁ କନ୍ୟାକୁ ମାରିଲେ
ସିଏ କେବେ ନଫେରିବ।2।

ସମାଜର ପୃଷ୍ଠା ଲେଉଟାଇ ଦେଲେ
ଖାଲି ହତ୍ୟା ଆଉ ଧର୍ଷଣ,
ସମାଜେ ସଂସ୍କାରେ କେତେ ନୂଆ ନୀତି
କିଏ କରୁଅଛି ପାଳନ।3।

ଶତାବ୍ଦୀ ଶତାବ୍ଦୀ ଭାବନା କରିଲେ
ସଂସ୍କାରେ ପ୍ରଭାବ ପଡେନା,
ସଚେତନ ଯିଏ ବିବେକ ଗଠନେ
ମନୁଷ୍ୟ ସେ ମହାମନା।4।

କୁସଂସ୍କାର ରୋଗ ସମାଜୁ ହଟିଲେ
ସୁସଂସ୍କୃତ ହୁଏ ସମାଜ,
ଶେଷ ବରଷକୁ ବିଦାୟ ଦେଇଣ
ଗଢ଼ିବା ଉତ୍ତମ ସମାଜ।5।

ସବିତା ଶୁକ୍ଳା
ରାକମା,ଭାପୁର, ନୟାଗଡ଼

 299 total views,  1 views today

2 thoughts on “ବର୍ଷର ଶେଷ ଦିନ—ସବିତା ଶୁକ୍ଳା

  1. real sex dolls Latest Grown-up Doll Cosmetics Guide For New Buyers Buying a real sex dolls Is anything but a Misuse of Money real sex dolls Venerate Doll For Real Sex In Silicone TPE Upgrade Your Grown-up Dreams With Genuine real sex dollss

Leave a Reply

Your email address will not be published. Required fields are marked *