ତୁମେ ମହା ଭାରତର ମହାଯୁଦ୍ଧ ପାଇଁ ପ୍ରସ୍ତୁତି ପ୍ରଶସ୍ତି ସ୍ଥାନେ ସଖାସହ ତୁମ କଥୋପକଥନ ମୁକ୍ତିରଚେ ପ୍ରତିପ୍ରାଣେ । ମୋହମଗ୍ନ ହୋଇ ଯୁଦ୍ଧକରିବିନି ମନାକଲେ ଅରଜୁନ ମୋହଭଗ୍ନ ପାଇଁ କହିଥିଲ ଯାହା ନେଲାତାହା ଗୀତାନାମ । କିଏବା ତୁମର ଜ୍ଞାତି ପରିଜନ ମାୟାରେ ହୋଇଛ ବାୟା ଧର୍ମ ସଂସ୍ଥାପନେ ଅସ୍ତ୍ରଧର ସଖା ଏସବୁତ ମୋର ମାୟା । କର୍ମରେ
Read More
ଶୀତ ଛଅଋତୁ ଆସେ ପୃଥିବୀ ପୃଷ୍ଠକୁ ହାତ ଧରାଧରି ହୋଇ ଏକକୁ ଆରେକ ସବୁ ଉପକାରୀ ଅଲୋଡା ନୁହନ୍ତି କେହି । ପ୍ରକୃତି ରାଣୀର ଅବଦାନ ସତେ ଏ ଜୀବ ଜଗତ ପାଇଁ ହାଡ଼ଭଙ୍ଗା ଶୀତ ଦେହପାଇଁ ହିତ ଉପକାରୀ ପରା ସେହି । ସୋରିଷ ଫୁଲର ଶୋଭା ଚମତ୍କାର କବିମନ ନିଏ କିଣି ଧନଦାତ୍ରୀ ମାତା ଲକ୍ଷ୍ମୀଙ୍କର
Read More
ଆମ ସମ୍ବିଧାନ ସୁଜାତା ରାଉତ ସ୍ଵାଧୀନ ଜୀବନ ସ୍ଵାଧୀନ ଭାଷଣ ମୌଳିକ ଅଧିକାର ସମସ୍ତେ ସଭିଁଏ ନାହିଁ ଭେଦଭାବ ଭାରତ ଉନ୍ନତ ଶିର । ମାନବିକତାର ଶ୍ରେଷ୍ଠ ପରିଚୟ ଦିଏ ଆମ ସମ୍ବିଧାନ ସାରା ବିଶ୍ବପାଇଁ ଉଦାହରଣ ସେ ଅହିଂସା ଯାହାର ପ୍ରାଣ । ଗରୀବ କି ଧନୀ ମୂରୁଖ କି ଜ୍ଞାନୀ ସମସ୍ତେ ସମ ତା ପାଖେ
Read More