Nov
2022
3
ଭୋକର_ରଂଗ — ଶିବ ଚରଣ ମହାପାତ୍ର
ଭୋକର_ରଂଗ ଧରିନିଅ ଆଜି ଦିନକ ତୁମେ ବାଖ୍ୟାକାର ସବୁ ସତ୍ୟ ଆଉ ସର୍ତ୍ତର, ପ୍ରସ୍ତୁତ ଅଛ ସବା ଶେଷ ଧାଡ଼ିରୁ ଅପ୍ରତ୍ୟାଶିତ ପ୍ରଶ୍ନ ଉଠିଲା ତୁମ ପ୍ରସ୍ତାବିତ ଭୋକର ରଂଗ କିପରି, କ’ଣ କରିବ..? ତତକ୍ଷଣାତ୍ ଲାପଟପ୍ ରେ ଖୋଜିବ What is the colour of hunger ? ସବୁକିଛି ଖୋଜିଲା ପରି ଅବା