**ରାଜପଥ** ଶୋଇ ରହିଛି ମୁଁ ଚଉବାହା ମେଲି ସାଜି ଏକ ମୃତ ପ୍ରାଣ, ମୋ ଦେହ ରେ ଚଢ଼ି ଯାଆନ୍ତି ସଭିଏଁ ଏ ସ୍ଥାନରୁ ସେଇ ସ୍ଥାନ।। କେତେ ଗାଡ଼ି ଘୋଡ଼ା ଯାନବାହାନ କୁ ଦେଖିଛି ଏ ମୋ ଆଖିରେ, କେତେ ପୁଣି ମୃତ ଶରୀର ର ରକ୍ତ ବାଜି ଅଛି ମୋ ଦେହ ରେ। ପଦଚାରୀ ଠାରୁ
Read More
**ପୃଥ୍ୱୀରାଜ**❤️ ଜାଗର ଜାଳିବି ମନ୍ଦିର ରେ ଯାଇ ସାରା ରାତି ଉଜାଗର, ପୃଥ୍ବୀରାଜ ନାମେ ପରିଚିତ ହେବି ନାଇବି ଶଙ୍ଖା ସିନ୍ଦୂର।। ଭୋଳା ଆଗେ ଯାଇ ଗୁହାରୀ ବାଢ଼ିବି ପୃଥ୍ୱୀରାଜ କଥା କହି, ସର୍ବଦା ତାହାଙ୍କୁ ଭଲେ ରଖିଥାନ୍ତୁ ଖୁସି ରେ ଥାଆନ୍ତୁ ରହି।। ହସୁଥାନ୍ତୁ ମୋର ପୃଥ୍ୱୀରାଜ ଧନ ତାଙ୍କ ସେଇ ଗୋରା ମୁଖେ, ତାଙ୍କ ଦୁଃଖ
Read More
**ସ୍ୱାର୍ଥପର** ମିଛ ମାୟା ଏହି ସଂସାର ଭିତରେ କେହି ତ ନୁହନ୍ତି କାହାର, ସୁଖ ବେଳେ ଏଠି ସଭିଏଁ ନିଜର ଦୁଃଖ ବେଳେ ହେବେ ଦୂର।। ଯେତେ ଦିନ ଯାଏଁ ଖୁସି ରେ ଥିବୁ ତୁ ସଭିଏଁ ପାଖକୁ ଆସିବେ, ପରିସ୍ଥିତି ଯେବେ ଖରାପ ପଡ଼ିବ ମୁହଁ ମୋଡ଼ି ଚାଲି ଯିବେ।। ସ୍ବାର୍ଥ ପର ଏହି ଦୁନିଆ ଭିଡ଼ରେ
Read More