May 22, 2022
11 11 11 AM
“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର
ଲୁହ — ରଶ୍ମୀବାଳା ଶତପଥୀ
Latest Post
“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର ଲୁହ — ରଶ୍ମୀବାଳା ଶତପଥୀ

**ସ୍ୱାର୍ଥପର** –ପ୍ରେମଲତା ସାହୁ(ଖୁକୁନି)

**ସ୍ୱାର୍ଥପର**

ମିଛ ମାୟା ଏହି ସଂସାର ଭିତରେ
କେହି ତ ନୁହନ୍ତି କାହାର,
ସୁଖ ବେଳେ ଏଠି ସଭିଏଁ ନିଜର
ଦୁଃଖ ବେଳେ ହେବେ ଦୂର।।

ଯେତେ ଦିନ ଯାଏଁ ଖୁସି ରେ ଥିବୁ ତୁ
ସଭିଏଁ ପାଖକୁ ଆସିବେ,
ପରିସ୍ଥିତି ଯେବେ ଖରାପ ପଡ଼ିବ
ମୁହଁ ମୋଡ଼ି ଚାଲି ଯିବେ।।

ସ୍ବାର୍ଥ ପର ଏହି ଦୁନିଆ ଭିଡ଼ରେ
ଦେଖନ୍ତି ନିଜର ସ୍ବାର୍ଥ,
ସ୍ବାର୍ଥ ସରି ଗଲେ ରକ୍ତ ସମ୍ପର୍କ ବି
ହୋଇ ଯାଏ ଏଠି ତୁଚ୍ଛ।।

ତୁଚ୍ଛ ଲାଗେ ଏଠି ଭାଇ ବନ୍ଧୁ ପ୍ରେମ
ସ୍ବାର୍ଥ ରକ୍ଷା କରୁ ଥାନ୍ତି,
ସ୍ବାର୍ଥ ନ ଥିବା ର ଜାଗାକୁ ସେମାନେ
ତିଳେ ମାତ୍ର ନ ଯାନ୍ତି।।

ସେଥି ପାଇଁ ଧନ ଦେଖି ଚାହିଁ ତୁ
ଦୁନିଆ ରେ ଚଳୁ ଥିବୁ,
ଏକା ଶିବ ନାମ ତୁଣ୍ଡେ ଗାଇ ଗାଇ
ସକଳ କର୍ମ ତୋ କରିବୁ।।

ନୂଆ ବନ୍ଧ,ଆଠଗଡ,କଟକ

 2,461 total views,  1 views today

One thought on “**ସ୍ୱାର୍ଥପର** –ପ୍ରେମଲତା ସାହୁ(ଖୁକୁନି)

Leave a Reply

Your email address will not be published.

− 8 = 2