**ପୃଥ୍ୱୀରାଜ**❤️
ଜାଗର ଜାଳିବି ମନ୍ଦିର ରେ ଯାଇ
ସାରା ରାତି ଉଜାଗର,
ପୃଥ୍ବୀରାଜ ନାମେ ପରିଚିତ ହେବି
ନାଇବି ଶଙ୍ଖା ସିନ୍ଦୂର।।
ଭୋଳା ଆଗେ ଯାଇ ଗୁହାରୀ ବାଢ଼ିବି
ପୃଥ୍ୱୀରାଜ କଥା କହି,
ସର୍ବଦା ତାହାଙ୍କୁ ଭଲେ ରଖିଥାନ୍ତୁ
ଖୁସି ରେ ଥାଆନ୍ତୁ ରହି।।
ହସୁଥାନ୍ତୁ ମୋର ପୃଥ୍ୱୀରାଜ ଧନ
ତାଙ୍କ ସେଇ ଗୋରା ମୁଖେ,
ତାଙ୍କ ଦୁଃଖ ସବୁ ମୋତେ ଦେଇ ଦିଅ
(ସେ)ରୁହନ୍ତୁ ସର୍ବଦା ସୁଖେ।।
ପ୍ରେମ ରେ ଆମର ନଜର କାହାର
ନ ଲାଗୁ ଦିନକ ପାଇଁ,
ଛାଇ ପରି ପୃଥ୍ୱୀରାଜ ଙ୍କ ସଙ୍ଗରେ
ଲାଗି ରହି ଥାଏ ମୁହିଁ।।
**ପ୍ରେମଲତା ସାହୁ(ଖୁକୁନି)**
**ନୂଆବନ୍ଧ,ଆଠଗଡ,କଟକ**
750 total views, 1 views today
very helpful. Thanks for this remarkable blog writing.
fantastic as well as remarkable blog site. I really intend to thank you, for offering us far
better info.
wonderful and fantastic blog site. I actually
want to thanks, for offering us much better details.
wonderful and also outstanding blog. I really intend to thanks, for
giving us much better information.
Outstanding and also beneficial.