“ସେବା ଓ ମମତାର ପ୍ରତିମା ନାରୀ” କିଭଳି ବର୍ଣ୍ଣୀବି ତୁମ ମମତା ପ୍ରତିମା, ଯେତେ ପରଖିଲେ ଯଶ ହେବ ପ୍ରାୟ ଉଣା। କି ଘେନି ମୁଁ ଦୀନ ତହିଁ କରିବି ଅର୍ଚ୍ଚନ, ମହିମା ଯାହାର ଶୋଭେ କେତେ ଯେ ପୁରାଣ। ତୋ ଉଦରୁ ପ୍ରସାରିତ ଏ ସୃଷ୍ଟି ଉଦୟ, ବିଶ୍ଵ ଲଭିଥାଏ ତୋର ଶୁଭ୍ରାଲୋକମୟ। ପୂର୍ଣ୍ଣମୟ ଜୀବନ ତୋ
Read More
*ଏମିତିକା ଆସ* ତୁମେ ଏମିତିକା ଆସ ଯେମିତି ତୁମରି ପ୍ରେରଣାର ଅବାରିତ ଧାରାରେ ମୁଁ ଲେଖିବି କବିତା ପ୍ରଜ୍ଞା ଓ ମନୀଷାର କେଇଟା ପୃଷ୍ଠାରେ, ଦିର୍ଘଶ୍ବାସ ହୋଇ କରିଛି ପ୍ରତୀକ୍ଷା। ତୁମେ ଏମିତିକା ଆସ ତୁମକୁ ଦେଖି ଆଙ୍କି ଦେବି ଜୀବନ୍ତ ପ୍ରତିଛବି ତୋଳିଦେବି ଏକ ନୂତନ କୋଣାର୍କ ତୁମରି ହୃଦୟର ପୃଷ୍ଠଭୂମିରେ, ମାପିଦେବି ପ୍ରେମର ସାନ୍ଧ୍ରତା। ତୁମେ
Read More
ଉତ୍କଳର ସଂସ୍କୃତି **************** ସବୁଠୁ ବିରଳ ମୋର ମାଟି ଉତ୍କଳର, କେତେ ଯଶ କିର୍ତ୍ତୀ ଏଠି ସଂସ୍କୃତିର ପୁର।। ଉତ୍କଳ ଭୂବନେ ଦେଖ ସଂସ୍କୃତିର ଠାଟ, ଆକୃଷ୍ଟ କରଇ କେତେ- ନାନା ପର୍ଯ୳ଟକ।। ବାରମାସେ ତେର ପର୍ବ ଯାତ-ର ସମ୍ଭାର, ଇତିହାସେ ସ୍ଥାନ ଅଛି ହୋଇ ସ୍ବର୍ଣ୍ଣାକ୍ଷର।। ନୀଳାମ୍ବୁ ଚିଲିକା ଶୋହେ ବକ୍ଷରେ ଯାହାର, ସୌନ୍ଦର୍ଯ୳ ମହିମା ତାର
Read More