February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ଉତ୍କଳ ର ସଂସ୍କୃତି — ପ୍ରଭାକର ଦାଶ

ଉତ୍କଳର ସଂସ୍କୃତି
****************
ସବୁଠୁ ବିରଳ ମୋର
ମାଟି ଉତ୍କଳର,
କେତେ ଯଶ କିର୍ତ୍ତୀ ଏଠି
ସଂସ୍କୃତିର ପୁର।।

ଉତ୍କଳ ଭୂବନେ ଦେଖ
ସଂସ୍କୃତିର ଠାଟ,
ଆକୃଷ୍ଟ କରଇ କେତେ-
ନାନା ପର୍ଯ୳ଟକ।।

ବାରମାସେ ତେର ପର୍ବ
ଯାତ-ର ସମ୍ଭାର,
ଇତିହାସେ ସ୍ଥାନ ଅଛି
ହୋଇ ସ୍ବର୍ଣ୍ଣାକ୍ଷର।।

ନୀଳାମ୍ବୁ ଚିଲିକା ଶୋହେ
ବକ୍ଷରେ ଯାହାର,
ସୌନ୍ଦର୍ଯ୳ ମହିମା ତାର
ନାହିଁ ପଟାନ୍ତର।।

ମନ୍ଦିର ମାଳିନୀ ନାମ
ପୁରାଣେ ବିଦିତ,
ଲିଙ୍ଗରାଜ, ଜଗନ୍ନାଥ
ବିଶ୍ଵରେ ବିଖ୍ୟାତ।।

ଓଡ଼ିଶୀ ସଙ୍ଗୀତ ଛନ୍ଦେ
କିଣିନିଏ ମନ,
କଳାସ୍ଥାପତ୍ୟ ର ଏଠି
ନନ୍ଦନକାନନ।।

ବେଶଭୂଷା କଥା କୁହେ
ଦିଏ ପରିଚୟ,
ଓଡ଼ିଆ ସଂସ୍କୃତି ସତେ
କେତେ ଲୋଭନୀୟ।।

ବିହଙ୍ଗ କୂଜନେ ଶୁଭେ
କୋଣାର୍କର ଦ୍ବାର,
ପ୍ରଭାତେ ଢାଳନ୍ତି ଜ୍ୟୋତି
ପୂଜ୍ୟ ପ୍ରଭାକର।।

କେତେ କବି-କବିୟତ୍ରୀ
ଲେଖନୀ ମୁନରେ,
ପ୍ରଚାରନ୍ତି ସଂସ୍କୃତି ଆମ
ବିଶ୍ବ ଦରବାରେ।।

ଯେତେକ ବର୍ଣିଲେ ତାର
ସଂସ୍କୃତି ବର୍ଣ୍ଣନା,
ମନେ ପ୍ରାୟ ବୋଧ ହୁଏ
ହୋଇଗଲା ଉଣା।।

ପ୍ରଭାକର ଦାଶ
ପାଟଣାଗଡ଼ ବଲାଙ୍ଗୀର
ଦୂରାଭାଷ-୭୩୨୮୦୩୨୩୩୪

 302 total views,  1 views today

Leave a Reply

Your email address will not be published. Required fields are marked *