September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

ଉତ୍କଳ ର ସଂସ୍କୃତି — ପ୍ରଭାକର ଦାଶ

ଉତ୍କଳର ସଂସ୍କୃତି
****************
ସବୁଠୁ ବିରଳ ମୋର
ମାଟି ଉତ୍କଳର,
କେତେ ଯଶ କିର୍ତ୍ତୀ ଏଠି
ସଂସ୍କୃତିର ପୁର।।

ଉତ୍କଳ ଭୂବନେ ଦେଖ
ସଂସ୍କୃତିର ଠାଟ,
ଆକୃଷ୍ଟ କରଇ କେତେ-
ନାନା ପର୍ଯ୳ଟକ।।

ବାରମାସେ ତେର ପର୍ବ
ଯାତ-ର ସମ୍ଭାର,
ଇତିହାସେ ସ୍ଥାନ ଅଛି
ହୋଇ ସ୍ବର୍ଣ୍ଣାକ୍ଷର।।

ନୀଳାମ୍ବୁ ଚିଲିକା ଶୋହେ
ବକ୍ଷରେ ଯାହାର,
ସୌନ୍ଦର୍ଯ୳ ମହିମା ତାର
ନାହିଁ ପଟାନ୍ତର।।

ମନ୍ଦିର ମାଳିନୀ ନାମ
ପୁରାଣେ ବିଦିତ,
ଲିଙ୍ଗରାଜ, ଜଗନ୍ନାଥ
ବିଶ୍ଵରେ ବିଖ୍ୟାତ।।

ଓଡ଼ିଶୀ ସଙ୍ଗୀତ ଛନ୍ଦେ
କିଣିନିଏ ମନ,
କଳାସ୍ଥାପତ୍ୟ ର ଏଠି
ନନ୍ଦନକାନନ।।

ବେଶଭୂଷା କଥା କୁହେ
ଦିଏ ପରିଚୟ,
ଓଡ଼ିଆ ସଂସ୍କୃତି ସତେ
କେତେ ଲୋଭନୀୟ।।

ବିହଙ୍ଗ କୂଜନେ ଶୁଭେ
କୋଣାର୍କର ଦ୍ବାର,
ପ୍ରଭାତେ ଢାଳନ୍ତି ଜ୍ୟୋତି
ପୂଜ୍ୟ ପ୍ରଭାକର।।

କେତେ କବି-କବିୟତ୍ରୀ
ଲେଖନୀ ମୁନରେ,
ପ୍ରଚାରନ୍ତି ସଂସ୍କୃତି ଆମ
ବିଶ୍ବ ଦରବାରେ।।

ଯେତେକ ବର୍ଣିଲେ ତାର
ସଂସ୍କୃତି ବର୍ଣ୍ଣନା,
ମନେ ପ୍ରାୟ ବୋଧ ହୁଏ
ହୋଇଗଲା ଉଣା।।

ପ୍ରଭାକର ଦାଶ
ପାଟଣାଗଡ଼ ବଲାଙ୍ଗୀର
ଦୂରାଭାଷ-୭୩୨୮୦୩୨୩୩୪

Loading

Leave a Reply

Your email address will not be published. Required fields are marked *