May 22, 2022
11 11 11 AM
Lets talk with Baikuntha Bihari Swain who hells from Sarana Sreekshetra,Dhenkanal Odisha for Suryodaya_Sambhranta_Saraswat_Samman – 2022*
*Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022*
“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
Latest Post
Lets talk with Baikuntha Bihari Swain who hells from Sarana Sreekshetra,Dhenkanal Odisha for Suryodaya_Sambhranta_Saraswat_Samman – 2022* *Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022* “କିଏ ତୁମେ ଅଭିସାରିକା”- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର

“ସେବା ଓ ମମତାର ପ୍ରତିମା ନାରୀ” — ପ୍ରଭାକର ଦାଶ

ସେବା ଓ ମମତାର ପ୍ରତିମା ନାରୀ”

କିଭଳି ବର୍ଣ୍ଣୀବି ତୁମ
ମମତା ପ୍ରତିମା,
ଯେତେ ପରଖିଲେ ଯଶ
ହେବ ପ୍ରାୟ ଉଣା।

କି ଘେନି ମୁଁ ଦୀନ ତହିଁ
କରିବି ଅର୍ଚ୍ଚନ,
ମହିମା ଯାହାର ଶୋଭେ
କେତେ ଯେ ପୁରାଣ।

ତୋ ଉଦରୁ ପ୍ରସାରିତ
ଏ ସୃଷ୍ଟି ଉଦୟ,
ବିଶ୍ଵ ଲଭିଥାଏ ତୋର
ଶୁଭ୍ରାଲୋକମୟ।

ପୂର୍ଣ୍ଣମୟ ଜୀବନ ତୋ
ଜ୍ଞାନରେ ପୂରିତ,
ଆବାହନ କାଳୁ ତୁହି
ଜଗତେ ବନ୍ଦିତ।

ଜ୍ଞାନଲୋକ ପ୍ରଦାୟିନୀ
ତୁ ବିଶ୍ବ-ଭାରତୀ,
ଦେବଲୋକେ ଅବା ମର୍ତ୍ତ୍ୟରେ
ସବୁଠାରେ ଖ୍ୟାତି।

ସର୍ବଂସ୍ବହା ନାରୀ ତୁହି
ସ୍ବୟଂ ନାରାୟଣୀ,
ସୃଷ୍ଟିର ଆରମ୍ଭ ଜନ-
କଲ୍ୟାଣ-କାରିଣୀ।

ତୁ ପ୍ରତିଭା ତୁହି ଅଟୁ
ଲକ୍ଷ୍ମୀ-ସ୍ବରୂପିଣୀ,
ସମ୍ପଦ-ଦାୟିନୀ କେବେ
ବିପଦ-ନାଶିନୀ।

ସର୍ବ ଧର୍ମ ସୂକ୍ଷ୍ମ ମର୍ମ
ତୋହରି ଗର୍ଭରେ,
ଯାଚି-ଯାଚି ପ୍ରେମ ବାଢୁ
ଗୁଣ ଅନୁସାରେ।

ସଭିଙ୍କ ପ୍ରିୟ-ଭାଜନ
ହିମଛାୟା ପରି,
ଏଣୁ ସୃଷ୍ଟିକର୍ତ୍ତା ରଚିଲେ
ତୁମ୍ଭ ନାମ ନାରୀ।

ପ୍ରଭାକର ଦାଶ
ପାଟଣାଗଡ଼, ବଲାଙ୍ଗୀର

 756 total views,  1 views today

2 thoughts on ““ସେବା ଓ ମମତାର ପ୍ରତିମା ନାରୀ” — ପ୍ରଭାକର ଦାଶ

  1. Write more, thats all I have to say. Literally, it seems as though you relied on the video to
    make your point. You obviously know what youre talking about, why waste your intelligence
    on just posting videos to your site when you could
    be giving us something informative to read?

  2. I loved as much as you will receive carried out right here.
    The sketch is tasteful, your authored subject matter stylish.
    nonetheless, you command get bought an nervousness over that you wish bbe delivering the following.
    unwell unquestiuonably come more formerly agaijn as exactfly the same nearrly very often inside case you
    shield this hike.
    Binary option site neteller thailand

Leave a Reply

Your email address will not be published.

+ 89 = 99