Jun
2022
29
ବୁନ୍ଦାଏ ଲୁହ — ତୃପ୍ତି ମୟୀ ରାଉତ
ବୁନ୍ଦାଏ ଲୁହ ଆରେ ବାପରେ ପାଣି ମୁନ୍ଦେ ଦେଲୁ ,ଘଣ୍ଟାରେ କେତେ ଟା ବାଜିଲାଣି କି ? ଏତିକି କହି କହି ଦୁଆର ମୁହଁକୁ ବାହାରି ଆସିଲେ ରାମଚରଣ ବାବୁ ଅଦିନିଆ ମେଘ ପରି ଆଖିରେ ଲେଞ୍ଜରା ର ପହଳ।ଚଷମା ଟାକୁ ଗଞ୍ଜି ରେ ପୋଛିଦେଇ ପିନ୍ଧିଲେ ଦାଣ୍ଡ ଦୁଆରେ । ବିରକ୍ତ ହୋଇ ପୁଣି ଥରେ