ରାଜପଥ
ରାଜପଥ ଅଟେ ସିନା ସୁଗମ୍ୟ ମସୃଣ,
ଜୀବନ ରାଜପଥରେ ଅନେକ କଷଣ।
ପ୍ରଗତିର ପଥରେ ବହୁ ପ୍ରତିବନ୍ଧକ,
ପର ହୋଇଯାଏ ପୁଣି ଆପଣାର ଲୋକ।
ସାଜିବାକୁ ହୁଏ ନିଜେ ନିଜର ରକ୍ଷକ,
ଅଙ୍କାବଙ୍କା ଜୀବନ ପଥ ଜାଣେ ପଥିକ ।
ପଥେ କେତେ ଦେଖା ହୁଅନ୍ତି ମନେରହେନା,
କିଛି ସ୍ମୃତି ଅନୁଭୂତିକୁ ଭୂଲି ହୁଏନା ।
ଏହି ପଥେ ଯଦି ମନ ହୁଏ ବାଟବଣା,
ବେଳେବେଳେ ହୁଏ ଆକସ୍ମିକ ଦୁର୍ଘଟଣା।
ପ୍ରେମରଙ୍ଗ ବଦଳେ ମିଳଇ ପ୍ରତାରଣା,
ଚିହ୍ନାବାଟୋଇ ପୁଣି ହୋଇଯାଏ ଅଜଣା ।
ଜୀବନପଥ କେବେ ସାଜେ ଯନ୍ତ୍ରଣା ଯୂଇ,
କେବେ କଣ୍ଟକିତ କେବେ ପୁଷ୍ପବୃଷ୍ଟି ହୋଇ।
ବୟସ ରାଜପଥେ ନିଶ୍ୱାସ ଦେଲେ ଧୋକା,
ଜୀବନଖେଳ ସରି ସବୁ ଲାଗଇ ଫିକା।
ନ ଥକି ଚାଲିବାକୁ ହେବରେ ବହୁ ପଥ,
ଚିରନିଦ୍ରା ଆଗୁ ସରିଯାଉ ‘ରାଜପଥ’ ।
ଜନ୍ମଜୟ ନାୟକ
ଯାଜପୁର
(ଗଣିତ ଶିକ୍ଷକ
ଚିଲିକା ନୋଡାଲ୍ ହାଇସ୍କୁଲ
ପୁରୀ)
୯୩୩୭୮୦୦୫୬୫
terrific as well as incredible blog. I really intend to thanks, for giving us better details.
I have found great messages here. I enjoy the method you write.
So excellent!
Good design as well as perfect communication skills.
Veldig bra skriving. Artikler som har målrettet og også innsiktsfulle innhold er mer tilfredsstillende.
Very honest and practical written. I truly enjoyed this short article.
My partner and I stumbled over here
by a different website and thought I
may as well check things out.
I like what I see so now I’m following you.
Look forward to looking into your web page yet again.
fantastic and incredible blog site. I actually wish to thanks, for offering us far better information.
After exploring a few of the articles on your site, I truly
like your technique of blogging.
I saved
it to my bookmark website list and will
be checking back soon. Please visit my website too and let me know how you feel.
Hey There, ce fai maci ?