April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ହେ ଚକ୍ରଧାରୀ ଶୁଣ ହେ ଗୁହାରି* —*ସ୍ନିଗ୍ଧା ସାମନ୍ତରାୟ,

*ହେ ଚକ୍ରଧାରୀ ଶୁଣ ହେ ଗୁହାରି

ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ
ଅଵ୍ୟକ୍ତ ବେଦନା କିଛି
ସଂସାର ସୁଅରେ ଭାସମାନ ସ୍ଥିତି
କୂଳର ସନ୍ଧାନେ ଅଛି ।

ଚଞ୍ଚଳ ମନଟି ଝୁରୁ ଥାଏ ନିତି
ସତ୍ୟର ପ୍ରଦୀପ ଜାଳି
ଭୌତିକ ମଞ୍ଚରେ ସନ୍ଦେହ ଜୀବନ
ଯୁପ କାଠି ସମ ଜଳି ।

ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ
ଖୋଜୁଛି ମାୟା ମନ୍ଦିରେ
ଦରଦୀ ହୃଦୟେ ବେଦ ଧ୍ଵନି ତୁମେ
ଚିତ୍ତ ଅନନ୍ତ ଶଯ୍ୟାରେ ।

ବିରହ ମିଳନ ତୁମ ସଙ୍ଗେ ମୋର
ପ୍ରେମର ମାଧୁର୍ଯ୍ୟ ସାଥେ
ନିରାଶ ଜୀବନେ ଦୃଷ୍ଟି ବୃନ୍ଦାବନେ
ଆଶାର ନିର୍ବାଣ ପଥେ ।

ବ୍ୟାକୁଳ ପରାଣ ମାନସ ମନ୍ଥନ
ନିଶବ୍ଦରେ କିଛି ଛବି
ସାଧନା ଆସନୁ କମ୍ପିତ ଲାଗଇ
ସୂକ୍ଷ୍ମ ଚେତ ଅନୁଭବୀ ।

ବିଶ୍ୱାସ ବନ୍ଧନେ ବାନ୍ଧି ଦେଲ ତୁମେ
ଅଭିମାନ ଭରି ଦେଇ
ମନ ପକ୍ଷୀ ନିତି ଘୁରି ବୁଲେ ଦେଖ
ଦିଗହଜା ଶୂନ୍ୟେ ଯାଇ ।

ସର୍ବଦା ପରୀକ୍ଷା ଦେଉ ଥିବି ମୁହିଁ
ପରିକ୍ଷକ ତୁମେ ମୋର
କର୍ତ୍ତବ୍ୟ ଖାତାଟି ତୁମ ପାଶେ ଅଛି
ଫଳଟି ତୁମ ହସ୍ତର ।

କାହିଁକି କେଜାଣି ପରସ୍ପର ପ୍ରୀତି
ବଢେ ସଂସାର ଭୁବନେ
ବହୁ ଜନ୍ମର ଦାସ ପଣ ଭାବଟି
ବିକଶିଲା ଏଇ ଜନ୍ମେ ।

ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ
ତଥାପିତ ଅବଶୋଷ
ଥରଟିଏ ପାରି କରହେ ନାଉରୀ
ଉର୍ଦ୍ଧ୍ବଗତି ବ୍ରହ୍ମ ସ୍ପର୍ଶ ।

ଜୀବନ ଯମୁନା କରୁଛି କାମନା
ପ୍ରଭୁ ପାଦ ସ୍ପର୍ଶ ପାଇଁ
ଜୀବ ପରମର ମହାମିଳନଟି
ପୂର୍ଣ୍ଣତା ଲଭିବ ଯାଇଁ ।

*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର ।*

Loading

2 thoughts on “*ହେ ଚକ୍ରଧାରୀ ଶୁଣ ହେ ଗୁହାରି* —*ସ୍ନିଗ୍ଧା ସାମନ୍ତରାୟ,

  1. I’ve been exploring for a little bit for any high quality articles or weblog posts
    in this kind of area . Exploring in Yahoo I eventually stumbled upon this site.

    Studying this information So i’m glad to exhibit that I’ve
    an incredibly excellent uncanny feeling I discovered exactly what I needed.

    I so much indisputably will make sure to do not forget
    this web site and provides it a look on a constant
    basis.

    Feel free to visit my page – CBD for dogs

  2. Have you ever thought about including a little bit more than just
    your articles? I mean, what you say is fundamental and everything.
    However think of if you added some great pictures or videos
    to give your posts more, “pop”! Your content is excellent but with images and video clips, this site could undeniably be one of the most beneficial in its niche.
    Awesome blog!

Leave a Reply to CBD for dogs Cancel reply

Your email address will not be published. Required fields are marked *