*ହାତଗୁଞ୍ଜା*
ପୁଣ୍ୟଭୂମି ଏଇ ଭାରତ ବର୍ଷରେ
ଉଡ଼ଇ ପାପ କେତନ
ଅଧର୍ମ ରାଜନ ବିଜେ କରିଅଛି
ନାସି ସବୁରି ଜୀବନ।।ମୃଗପରି ଆମେ ଖୋଜୁଛେ କସ୍ତୁରୀ
ଅଧର୍ମ ହେଲା ଦର୍ଶନ
ସବୁରି ମନରୁ ଜାତ ଏ ଅଧର୍ମ
କେହି ନୁହେଁ ଭିନ୍ନାଭିନ୍ନ।।ହାତଗୁଞ୍ଜାର ଲେଲିହାନ ଶିଖା
ନେବ ସବୁରି ପରାଣ
ତାହାରି ପ୍ରଭାବେ ସିରାଜୁ ହାରିଲା
ମିରଜାଫର (ହେଲା) ରାଜନ।।ରାଜ ସରକାର ଅମଲା ଓକିଲ
ହେଉ ଅବା ବିଚାରକ
ଥାଳ ଧରି ହସ୍ତେ ଶିକ୍ଷିତ ମାଗନ୍ତି
ଆମକୁ ଦିଅହେ ଭିକ।।କିଏ ଦିଏ ଧନ କିଏବା ସମ୍ମାନ
କିଏ କରେ ଦେହଦାନ
କି କରୁଛ ତୁମ୍ଭେ ଶିକ୍ଷିତ ଗୋଷ୍ଠୀହେ
ଏହା କି ଶିକ୍ଷା ର ମାନ।।ମନ୍ତ୍ରୀ ଦୁଆରରେ କାନ୍ଦଇ ବେକାରୀ
ବ୍ୟାଙ୍କ ଆଗେ କାନ୍ଦେ ଚାଷୀ
କରନାହିଁ ତୁମେ ଗୁଞ୍ଜା କାରବାର
ସବୁତ ନେଲଣି ଶୋଷି ।।କ୍ଷମତାର ଲୋଭ ସଭିଙ୍କୁ ଗ୍ରାସିଛି
ସଭିଏଁ ଏଠି ପାଗଳ
ସାକୀ ସୁରା ଆଉ ହାତଗୁଞ୍ଜା ଦେଇ
କରନ୍ତି କାର୍ଯ୍ୟ ହାସଲ ।।ଶୁଭେନାହିଁ ଏଠି ଚାଷୀ ବେକାରୀର
ହୃଦ ବିଦାରକ ସ୍ୱର
ସବୁ ଦେଖୁଛନ୍ତି ଜଗତ କରତା
ପାଇବ ନାହିଁ ନିସ୍ତାର।।ଇତିହାସେ ଦେଖ ହୋଇଅଛି ଲେଖା
ଛାତ୍ର ଗୌରବ ରାଜି
ଆଜି କାହିଁ ପାଇଁ ମଉନ ହେ ତୁମେ
କାହିଁକି ଉଠୁନ ତେଜି।।ଜାଗିଉଠ ତୁମେ ଯେତେ ନରନାରୀ
ଜାଳିଦିଅ ଦାବାନଳ
ପ୍ରକମ୍ପିତ ହେଉ ଗଗନ ପବନ
ଆନ୍ଦୋଳିତ ହେଉ ଜଳ।।ଭୂମିକମ୍ପେ ସବୁ ଭୁଶୁଡି ପଡିବ
ମରିବେ ରାକ୍ଷସ କୃମ
ପାପି ଦୁର୍ଯ୍ୟୋଧନ କରିବ ପ୍ରାଶ୍ଚିତ
ଉପୁଡିବ ଦୁର୍ନୀତି ଦ୍ରୁମ ।।
ସ୍ୱପ୍ନାମଞ୍ଜରୀ ପାଢ଼ୀ
ଯୁକ୍ତ-୩ ତୃତୀୟ ବର୍ଷ (ପଦାର୍ଥ ବିଜ୍ଞାନ ସମ୍ମାନ)
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ
Greetings! Very helpful advicee inn this particular article!
It’s thee little changes thast make thhe most important
changes. Manny thaznks for sharing!
I have found very interesting your article.It’s retty worth enough
for me. In my view, if all website owners and blogggers made good content as youu did, the
web will be a lot more useful than ever before.
Your mode of describing all in this piece of writing is iin fact
pleasant, all be capable of simply be aware of it, Thanks a lot.
What’s up, I wish for too subscribe for this blog
too take most recent updates, so where can i do it please help out.
Pretty! This has been an extremely wondderful post.
Thanks forr providing thks info.
Hello there! Would you mind if I share yourr blog with my twitter group?
There’s a lot of people that I thijk woulpd rezlly appreciate
your content.Please let me know. Thanks!
Would love to perpetually get updated outstanding web blog!
Hello, after reading this amazing article i am
as well happy to share my familiarity here with mates!
Wow, amazing blog layout! How long have you been blogging for?
you made blogging look easy.The overall look of you web site is excellent,as well aas the content.
I got this site from my pal who shared with me concerning this website and now this time I am browsingg this website and reading very informative articles
or reviews att ths place.
Your mode of describing all in this piece of writing is in fact pleasant, all be capable of simply be aware of it,
Thanks a lot.
Very good post! We will be linking to this great content oon our website.Keep up the great writing!
You need to takke part in a contest ffor one of the most
useful websites online. I will recommend this site!
Hello everyone, it’s my first visit at this
website, and piece of writing is genuinely fruitfuul designed for me, keep
up posting such articles or reviews.
Hello! Do you use Twitter? I’d like to follow you if that would bbe okay.
I’m definitely enjoying your blog and look forward
too new articles.
Please keep us up to date like this. Thanks for sharing…
What’s up, after reading this awesome post i am as well delighted to share
my experience here with friends.
What’s up, after reading this awesome post
i am as well delighted to share my experience here with friends.
With thanks for snaring your superb website!
Wow, amazing blog layout! How long have you been blogging for?
you made blogging look easy. The overall look of your web site is excellent,as
well as the content.
Hello, I enjoy reading all of your article. I like to write a liittle comment to suppott
.Hello everyone, it’s my first visit at this website, and piece of writing is
genuinely fruitful designed for me, keep up osting suchh articles orr reviews.
ନୂତନ କ୍ରାନ୍ତି ,ନୂତନ ଚିନ୍ତା , ନୂତନ ବିଷୟବସ୍ତୁ । ଖୁବ୍ ସୁନ୍ଦର ଏବଂ ବିପ୍ଲବୀ କବିତା ଶୁଭେଚ୍ଛା ଓ ଶୁଭାଶିଷ
Bahut sundar barta
ବାଃ ଚମତ୍କାର କବିତା ।ମନକୁ ଛୁଇଁଲା। ନିରାଟ ସତ୍ୟ ଵିନା ହାତ ଗୁଞାରେ କିଛି ହେଉନି। କଵିତାଟି ଵେଶ ମମସ୍ପର୍ଶୀ।
ବାଃ ଚମତ୍କାର କବିତା। ମନକୁ ଛୁଇଁଗଲା। ଯାହା ପ୍ରତ୍ଯକ୍ଷ ଭାବରେ ଦେଖୁଛୁ ସବୁ ସ୍ଥାନ ରେ।
आपका कविता बहुत खूब सूरत है.
Super .good going .all the best miss swapna ..
ପୁରା ପୁରି ସତ କଥା କହିଲ ଭଉଣୀ ବିନା ହାତ ଗୁଞ୍ଜାରେ ଏଠି କିଛି କାମ ହଉନି , ଭଦ୍ରାମି , ସଚ୍ଚୋଟତା ର ମୁଖା ର ଆଢ଼ୁଆଳରେ ଏଠି ସବୁକିଛି ଚାଲିଛି । ଏଠି କହିବ କାହାକୁ ଶୁଣିବ ବା କିଏ ???
Awesome
Keep it up
Just wow …. Keep going on … Heart touching nd completely based on true events ….
ଖୁବ ସୁନ୍ଦର କବିତା, ସମାଜ ର ଆମୁଳ ଚୁଳ ପରିବର୍ତନ ହାତ ଗୁଞ୍ଜା କବିତା ର ମୁଖ୍ୟ ସ୍ୱର, ଧନ୍ୟବାଦ କବି
Amazing dear… I wish u get all the success u deserve
Glad to see ur progress Di…
Lots of good wishes:-)…
Glad to see ur progress Di…
Lots of good wishes:-)
Beautiful
We need this type of poem and thank you Swapna manjari padhi for your creativity…. it’s awesome
Wow, such a nice poem
ବାଃ ଅତି ଚମତ୍କାର l ବହୁତ ସୁନ୍ଦର ଏ କବିତା l