ଶବ୍ଦର ନୀରବତା 😍
ହଜିଯାଇଥିବା ଶବ୍ଦ କୁ କହିଲି,
ଶୁଣ ନା, କହ ତ…
ଥରେ ଥରେ ତୁ କାଇଁ ନୀରବ ହେଉଛୁ,
କାଇଁ ତୁ ହଜିଯାଉ,
ଏଇ ହୃଦୟରେ ଲୁଚିକି,
ଉତ୍ତରେ କହିଲା,
ମୁଁ ସବୁବେଳେ ରୁହେ,
ହେଲେ ବେଳେ ବେଳେ କାହିଁକି କେଜାଣି,
ହଜିବାକୁ ଇଛା ହୁଏ,
ନିଷ୍ପ୍ରଭତା ରେ ନିଜକୁ ଦୁରେଇ ନିଏ,
ଆଉ କେବେକେବେ ଇଛା ହୁଏ,
ଏଇ ଶବ୍ଦଗୁଡ଼ାକୁ କହିହୁଏନି
କେବଳ କିଏ ନୀରବରେ ବୁଝିଯାଉ,
ସେଇଥିପାଇଁ ଗୁମସୁମ ହୋଇଛି
ହେଲେ ଏଥିରେ ଅଭିମାନ ନାଇଁ,
ନାଇଁ କିଛି ନିଷ୍କପଟତା,
ବାସ, ଥରେଟୁଏ ଅନ୍ୟଠୁ ଶୁଣନ୍ତି,
ଶୁଣଂତି ମୋ ପାଇଁ ତାର ଭାବନା,
ବୁଝନ୍ତି ତାର ଆନ୍ତରିକତା,
କୋଳେଇନିଅଂତି ତାର ଅନ୍ତର୍ଦ୍ୱନ୍ଦ କୁ,
ବୁଝେଇ ପାରନ୍ତି ସମାପ୍ତି ଆଉ ଅସମାପ୍ତି ସମ୍ପର୍କକୁ,
ସେ ହସି ଦିଅନ୍ତା,
ଲାଜେଇ ଲାଜେଇ ତା କାନେ ଫିସ ଫିସ କୁହନ୍ତି
ପ୍ରିୟା ର ପ୍ରେମିକା ସାଜନ୍ତି…
ଆନନ୍ଦ ପାଆନ୍ତି ଟିକେ
ଆଉ ଆତ୍ମହରା ହୋଇ ସୁରଭିରେ ନାଚିଉଠି
ଗାଇଯାନ୍ତି ସାତସୁର ଜୀବନର ସଂଗୀତକୁ, ବାସ l”
What’s up, this weekend is fastidious in support of me, for the reason that this moment i am reading this impressive
educational piece of writing here at my residence.
I simply could not leave your website prior to suggesting
that I extremely loved the usual info a person supply on your visitors?
Is gonna be back regularly to inspect new posts
Yes! Finally someone writes about website.
I like it whenever people get together and share ideas.
Great site, stick with it!
Hi to all, how is all, I think every one is getting more from this website, and your
views are fastidious for new users.