April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2021
29

ବଣମଲ୍ଲୀ — ଲେଲିନା ମଲ୍ଲିକ

#ବଣମଲ୍ଲୀ     “ହୁଅନ୍ତିକି ରଜନୀଗନ୍ଧା ର ମାଳାଟିଏ, ସାଜନ୍ତି ମୁଁ ନବବଧୂ ର କବରୀରେ, ହୁଅନ୍ତିକି ଗୋଲାପଟେ, ସଜେଇପାରନ୍ତି ମୁଁ ବାସର କୋଠରୀ ଅତି ସ୍ନେହରେ, ହେଲେ ମୁଁ ଯେ ବଣମଲ୍ଲୀ… କାହିଁବା ସ୍ବପ୍ନ ମୋର, ସେଥିପାଇଁ ନିତି ଗୁମୁରି ଗୁମୁରି ବାସ୍ନାରେ ମହକିତ କରାଏ, ନିଜସ୍ୱ ର ପରିଚୟ ପାଇବାର ବାସ୍ତବତା ରେ l”

Loading

Apr
2021
29

*ଶବ୍ଦର ନୀରବତା — ଲେଲିନା ମଲ୍ଲିକ*

ଶବ୍ଦର ନୀରବତା 😍   ହଜିଯାଇଥିବା ଶବ୍ଦ କୁ କହିଲି, ଶୁଣ ନା, କହ ତ… ଥରେ ଥରେ ତୁ କାଇଁ ନୀରବ ହେଉଛୁ, କାଇଁ ତୁ ହଜିଯାଉ, ଏଇ ହୃଦୟରେ ଲୁଚିକି,   ଉତ୍ତରେ କହିଲା, ମୁଁ ସବୁବେଳେ ରୁହେ, ହେଲେ ବେଳେ ବେଳେ କାହିଁକି କେଜାଣି, ହଜିବାକୁ ଇଛା ହୁଏ, ନିଷ୍ପ୍ରଭତା ରେ ନିଜକୁ ଦୁରେଇ

Loading

Apr
2021
29

*ଏକ ଅବୁଝା ସନ୍ଧ୍ୟା — ଲେଲିନା ମଲ୍ଲିକ*

ଏକ ଅବୁଝା ସନ୍ଧ୍ୟା ……………………..     ସନ୍ଧ୍ୟା ହେଲେ ମନେ ପଡେ, ତୁମ ସହ କାଟିଥିବା ସେଇ ସମୟ, ଓଠରେ ଉଷ୍ମତା ଆଉ ଗରମ ଚା କପ, ତୁମେ ହସିଦିଅ ବିବାହ ର ଯୁକ୍ତିକୁ ନେଇ, ମୁଁ ଜିଦି କରି ବସେ ଭାବନାକୁ ନେଇ…..   ସେଦିନ ବି ତୁମେ ହସିଦେଇ ଚାଲିଗଲ, ମୁଁ ବୁଝାଉଥିଲି, ହେଲେ

Loading

Apr
2021
29

*ସ୍ବପ୍ନ ନାୟିକା — ଲେଲିନା ମଲ୍ଲିକ*

ସ୍ବପ୍ନ ନାୟିକା *********** “ହସୁଥିବା ତା ଦୁଇ ଓଠ, ନିରୀହ ଆଖି ଦୁଇ ସବୁବେଳେ ଚୁପଚାପ,   ହେଲେ ମୁଁ ସେ ଆଖିରେ ମତୁଆଲା, ଓଠରେ ଚପଳ ସବୁବେଳେ ଚଞ୍ଚଳ ହେଲାପରେ,   ମୋ ହୃଦୟର କୋଣାର୍କ, ସେଠି ତ୍ୟାଗ କେବଳ ମୋର, ମୁଁ ସେଇ ଶିଳ୍ପୀ, ଯେ ପ୍ରେମର ସ୍ପର୍ଶ ରେ ନିଖୁଣ କଳାକାର ନିଜର ଉନ୍ମାଦନା

Loading

Apr
2021
29

*ଈଶ୍ୱର — ଲେଲିନା ମଲ୍ଲିକ*

#ଈଶ୍ୱର 🙏 ଅବଚେତନ ରୁ ଚେତନା, ଅସ୍ପଷ୍ଟ ରୁ ସ୍ପଷ୍ଟତା, ଲୀନ ରୁ ବିଲୀନ, ନିରୁପାୟ ରୁ ଉପାୟରେ, ଅସମ୍ଭବ ରୁ ସମ୍ଭବ ହେବା ଯାଏ,   ନିରାକାର ରୁ ନିର୍ବିକାର ର ଧ୍ଵନି, ଉଚ୍ଚ ରୁ ଦଳିତ, ନିଷ୍ପେସିତ ଯାଏ, ମୃତ୍ୟୁ ରୁ ଜୀବନ ଯାଏ, ଅସତ୍ୟ ରୁ ସତ୍ୟର ସନ୍ଧାନ, ଅନ୍ଧାର ରୁ ଆଲୋକ, ନିର୍ବେଦ

Loading

Apr
2021
29

*ପୁନରାବୃତ୍ତି — ଲେଲିନା ମଲ୍ଲିକ*

ପୁନରାବୃତ୍ତି *********** ପଚାରନି ପଚାରନି ସେଇ ଅତୀତ, ଯେଉଁଠି କୁହୁଳିଥିଲା ମୋ ଆଦ୍ୟ ଯୌବନ, ଯେଉଁଠି ଫୁଟିଥିଲା କଦମ୍ବ, ଶ୍ରାବଣ ରେ, ମୟୂରୀ ଗାଉଥିଲା ଆନନ୍ଦରେ, ତନ ମନ ଉଚ୍ଛୁଳି ପଡୁଥିଲା ଅନୁଭବର ସ୍ପର୍ଶ ରେ…   ପଚାରନି ସେଇ ସ୍ମୃତି ସବୁ, କେବେ ସେ ଲେଖା ଥିଲା ମୋ ଡାଏରୀ ରେ, ଚିତ୍ରିତ ହେଉଥିଲା ମନର କାନଭାସରେ,

Loading

Apr
2021
29

*ଅନ୍ତରଙ୍ଗ ଆଳାପ —- ଲେଲିନା ମଲ୍ଲିକ*

ଅନ୍ତରଙ୍ଗ ଆଳାପ *********** ଦିନେ ଦିନେ ରାତି ପାହିଯାଏ, ସ୍ବପ୍ନ ହଜିଯାଏ ଆକାଶ ବୁକୁରେ, ନିଦ ଉଭେଇଯାଏ ନିଃସଙ୍ଗ ଭିତରେ, ଅବଶୋଷ ମନଟା ନିର୍ଜନତା ରେ, ଛଟପଟ ହୁଏ ବିଛଣାରେ……   ଥରେ ନୁହେଁ,ବହୁବାର, ଅପେକ୍ଷାରେ ଆଉ ଉପେକ୍ଷାରେ, ନିୟନ୍ତ୍ରଣ କରୁଥାଏ ନିଜକୁ, ନିଜ ଚେତନା ଭିତରେ…..   ସେ ଫିସ ଫିସ ଶବ୍ଦ କରେ, କଣ କେଜାଣି

Loading

Apr
2021
27

*ଝଡ– ଲେଲିନା ମଲ୍ଲିକ*

ଝଡ ***** ସେଦିନ ବି ଉଠିଥିଲା, ଆଜି ବି ଉଠେ, ବୋଧ ହୁଏ ସାରା ଜୀବନ ଏ ! ନିଃସଙ୍ଗ ହୋଇ, ନିଜ ଭିତରେ ଯୁଦ୍ଧ କରୁଥାଏ, କେବେ ସ୍ବପ୍ନ ସବୁକୁ ନେଇ, ଥମିଯିବ କି ଏ? ପୁଣି ଶାନ୍ତ ହୋଇଯିବ କି? ସେଥିରେ ବି ପ୍ରଶ୍ନ, ଦ୍ୱନ୍ଦ୍ୱ ଆଉ ଅସହାୟ ହୃଦୟ l  କେବେ କେବେ ହଜିଛି,

Loading