October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ନୀଳବହ୍ନି (୬) :ମୁହୂର୍ତ୍ତେ_ଆଲୋଡ଼ନ– ଜ୍ଞାନେନ୍ଦ୍ର ପଣ୍ଡା*

#ନୀଳବହ୍ନି – ୬ :
#ମୁହୂର୍ତ୍ତେ_ଆଲୋଡ଼ନ
******************
ତୁମେ ଆଉ ନାହଁ ଆଜି
କାହିଁକି ବଜାଇବି କୁହ
ଏହି ପ୍ରାଣପ୍ରିୟ ବଂଶୀ..?

କେଜାଣି କେଉଁଠି
ତୁମକୁ ଛାଡ଼ିଦେଇ ଆସିଛି,
ଆଉ ସେବେଠାରୁ…

ଶୁଣିବ ଜିଦ୍ ଟେ ମୋ ହୃଦୟର..?

ସେ କହୁଛି
ଯଦି ନେବ ତ’ ସବୁକିଛି/ ନ’ ହେଲେ ନାହିଁ..!

ନା’ ଏସବୁ ମିଛ ଜିଦ୍
ମୋ ହୃଦୟର ଉଚିତ ପ୍ରାପ୍ୟ..?
: ବଂଶୀର ବିରହରେ ବଞ୍ଚିବି..!

ସେଇ ବଂଶୀ..?
କିବା ଆଉ ବଂଶୀ ହୋଇ କି ଅଛି..?
..
.
ଯାଃ…ତୁ ଏବେ…
ଖାଲି… ମୂଲ୍ୟହୀନ ବାଂଶ ଜଷ୍ଟି
ମୁଁ ଚାହେଁ ଭୁଲିବାକୁ ତୋତେ
ଦେଖ୍ ତୋତେ ହଜେଇ ଦେଉଛି…

ଆଉ ତୁମେ..?
ମୁଁ ଧୋକାବାଜ୍ ନ’ ଥିଲି
ଏବେ ବୁଝୁଛ ତ’ ସାଥୀ..?

ଅବିଶ୍ୱାସ କରୁଛ..?

ଭାବୁଛ,
ତଥାପି କେମିତି ଶୁଭୁଛି
ତୁମ କର୍ଣ୍ଣରେ ଅହର୍ନିଶ
ପୂର୍ବର ସେଇ ଦରଦୀ ବଂଶୀ..!

ଶୁଣ…

ହେ ନୀଳପ୍ରେମିକଙ୍କ
ନୀଳବହ୍ନିର ଆଦିମ ପିଆସୀ
ତୁମେ କେମିତି ବିସ୍ମୃତ ହେଲ କୁହ
ଏ ପରା… ମୋହଗ୍ରସ୍ତ ମନ
ତୁମ କାନ ହିଁ ବାଜୁଛି..!
#ଜ୍ଞାନେନ୍ଦ୍ର ପଣ୍ଡା..✍️

Loading

One thought on “*ନୀଳବହ୍ନି (୬) :ମୁହୂର୍ତ୍ତେ_ଆଲୋଡ଼ନ– ଜ୍ଞାନେନ୍ଦ୍ର ପଣ୍ଡା*

  1. An outstanding share! I’ve just forwarded this on to a colleague who had been executing a bit research on this. And he in actual fact purchased me meal resulting from the fact that I stumbled on it for him… lol. So enable me to reword this…. Many thanks with the meal!! But yeah, thanx for expending time to talk about this challenge in this article in your World wide web web-site.

Leave a Reply

Your email address will not be published. Required fields are marked *