March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Apr
2021
22

*ଶେଷ ପ୍ରଶ୍ନ ?– ଜ୍ଞାନେନ୍ଦ୍ର ପଣ୍ଡା*

#ଶେଷ_ପ୍ରଶ୍ନ..? ************ ଥରେ ପ୍ରାସାଦରୁ ବାହାରି ନିଜ ରାଜଦାଣ୍ଡ ସାମ୍ନାରେ ନିରେଖି ଦେଖ… ଅନେକ ଥର ତୁମ ଆଡେ ଆସି ପୁଣି ପ୍ରସ୍ଥାନ କରିଥିବା କ୍ଲାନ୍ତ ପାଦ ଚିହ୍ନଟିଏ ବେଶ୍ ଜଳଜଳ କରି ଦିଶୁଥିବ..! ଆଉ ଟିକିଏ ଆଗକୁ ପାଦ ତୁମର ଅଗ୍ରସର କରି ଦେଖ କିଏ ରଖିଦେଇ ଚାଲିଯାଇଛି କୁଞ୍ଜବନରୁ ଆଣିଥିବା ଶେଷ ମଲ୍ଲୀଫୁଲ..! ଆଶ୍ଲେଷରେ ସେ

Loading

Apr
2021
22

*ନାଳନ୍ଦା :ଏକ ବିସ୍ମୃତିର ପୃଷ୍ଠା– ଜ୍ଞାନେନ୍ଦ୍ର ପଣ୍ଡା*

#ନାଳନ୍ଦା : #ଏକ_ବିସ୍ମୃତିର_ପୃଷ୍ଠା ************************* ହାୟ…ଧର୍ମାନ୍ଧ ମୌଳବାଦୀର ମନରେ ତଥାପି ତା’ ପ୍ରତି କେଡ଼େ ଇର୍ଷା..! ଯେଉଁ ଈର୍ଷା ଓ ଷଡ଼ଯନ୍ତ୍ରର ଧୁ-ଧୁ ନିଆଁରେ ଜଳିଯାଇଛି ଶତେକ ବ୍ରାହ୍ମଣ ପଣ୍ଡିତ, ବୌଦ୍ଧଙ୍କ ସାହଚର୍ଜ୍ୟରେ ବଦାନ୍ୟ କୁମାରଗୁପ୍ତ ପ୍ରଥମଙ୍କ ମାନସ ପ୍ରସ୍ତୁତ ବିଶ୍ବର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ…. ଆର୍ଯ୍ୟ ଭୂଖଣ୍ଡର ଆତ୍ମଲିପି……….’ନାଳନ୍ଦା’..! କାଳର ଅବଗଣନାରେ ଏ ଯାଏଁ ଅଦ୍ଵିତୀୟ ପଞ୍ଚମ

Loading

Apr
2021
22

*ଛିଃ ବାମାବାଦର ଭାସ୍କୋଡ଼ାଗାମା– ଜ୍ଞାନେନ୍ଦ୍ର ପଣ୍ଡା*

#ଛିଃ_ବାମାବାଦର_ଭାସ୍କୋଡ଼ାଗାମା ************************** ମହାନ ଆର୍ଯ୍ୟମାଟିର ଦାକ୍ଷିଣାତ୍ୟକୁ ଛୁଉଁ ଛୁଉଁ ଶେଷଥର ଲାଗି ଭୃତ୍ୟ ଆଗନ୍ତୁକଟି ପଢ଼ି ନେଉଥିଲା ଧର୍ମ ଠିକାଦାରର ଆଦେଶଯୁକ୍ତ ଅନୁମତିନାମା ତଥାକଥିତ ମହାମହିମ ପୋପ୍ ର ସର୍ବକାଳୀନ ଘୃଣ୍ୟ ଷଡ଼ଯନ୍ତ୍ରର ଉଦ୍ଘୋଷ..!! ନିଜ ଧୁର୍ତ୍ତପଣର ଶ୍ରେଷ୍ଠତା ଜାହିର୍ କର ଭୀଷଣ ରକ୍ତପାତ କର, ଛଳ କର, କପଟ କର, ବିଶ୍ୱାସରେ ବିଷ ଉପହାର ଦେଇ ଜଣ

Loading

Apr
2021
22

*ଆତ୍ମଗ୍ଲାନି– ଜ୍ଞାନେନ୍ଦ୍ର ପଣ୍ଡା*

#ଆତ୍ମଗ୍ଲାନି ————–🍂 ଶୈଶବ ହସ୍ତରେ ଥିଲା ଖେଳଣା ସାଙ୍ଗ ସାଥୀ ଥିଲେ ସବୁ ଆପଣା ଯୌବନର କ୍ଷଣେ ପ୍ରେମର ନିଶା ନିଦ ନ’ଥିଲା ଆଖିରେ ବିନା ପ୍ରେମିକା । ଓଷ୍ଠେ ସିଗାରେଟ ହାତେ ସୁରା ସାଙ୍ଗରେ ସାକିଟିଏ ନ’ଥାଏ ଯଦି ଏ ଜୀବନଟା ଲାଗୁଥିଲା ଅଧୁରା , ଯୌବନେ ମଦମତ୍ତ ଅନ୍ଧଟିଏ ସାଜି ଆଭିଜାତ୍ୟ ନିଶାର ବିଗୁଲ୍ ବଜାଇ

Loading

Apr
2021
22

*ସନ୍ତର୍ପଣ–ଜ୍ଞାନେନ୍ଦ୍ର ପଣ୍ଡା*

#ସନ୍ତର୍ପଣ ————-🌿 ତୃଷ୍ଣା ଭିଜା ଅତୀତର ଉଚ୍ଚାରଣେ କବିତା ଲେଖା ତୁମରି ବିଭୋର ପଣେ ବାସ୍ତବତାର ଜୁଆରିଆ ଲୁହ ନଈରେ ଶୋଇ ଯାଇଥିବା ଗାଢ଼ ସ୍ୱପ୍ନ ସବୁକୁ ମନର ନିଝୁମ ପ୍ରବଣରୁ ଉତାରି ଆଣେ..। କାଳରୁ ସଦା କକ୍ଷଚ୍ୟୁତ ମୋ କାହାଣୀକୁ ବୟାନ କରେ ମୁଁ କେବଳ କବିତାରେ ଉପରାନ୍ତ ସମୟ କୁଆଡେ ସେତିକି ଇୟତ୍ତାକୁ ବି ଭୁଲାଇ

Loading

Apr
2021
22

*ଶାପଗ୍ରସ୍ତ ଈଶ୍ୱର– ଜ୍ଞାନେନ୍ଦ୍ର ପଣ୍ଡା*

#ଶାପଗ୍ରସ୍ତ_ଈଶ୍ୱର… **************** ଆଗେ ଥିଲେ ଏଇ ମାଟିରେ ଖାଲି ହଜାର ହଜାର ଈଶ୍ବର ସେମାନେ ଅହର୍ନିଶ ଗଢୁଥିଲେ ସୂର୍ଯ୍ୟ, ଚନ୍ଦ୍ର, ପର୍ବତ, ଝରଣା, ସ୍ଥାବର ବୃକ୍ଷ, ଫୁଲ ଓ ଫଳ କେତେ କିସମର । ତା’ ପରେ ଈଶ୍ୱର ଗଢିଲେ ମୋତେ ନିଜ କାୟାର ଗୋଟିଏ ଅଣୁରେ, ତୁମକୁ ଗଢିଲେ ସିଏ ଶ୍ରେଷ୍ଠତମ କାରୁକାର୍ଯ୍ୟରେ… ତା’ ପରେ କଣ

Loading

Apr
2021
22

*ଅନ୍ଧାରର ବିଳାପ — ଜ୍ଞାନେନ୍ଦ୍ର ପଣ୍ଡା*

#ଅନ୍ଧାରର_ବିଳାପ… **************** ମୋର ସେ ଦୀର୍ଘତମ ଅପେକ୍ଷା ତୁମ ଲାଗି ପୁରୁଣା ଠିକଣାର ବୁଢ଼ାବଳଙ୍ଗ କୁଳ ଗାଁ ରେ, ହାୟ…କେତେ ଲମ୍ବା ନ’ଥିଲା ସତରେ… ଯାହା ପ୍ରକାରାନ୍ତରେ ଯାଚିଦେଲା ମୋତେ ମୃତ୍ୟୁ ରୂପକ ଆଲିଙ୍ଗନର ଅନନ୍ୟ ପୂର୍ଣ୍ଣତା ମୁକ୍ତିର ଚିରାଚରିତ ପୁଣ୍ୟତୀର୍ଥର ଧାରେ… ବେଳ ତ କେବେ ଠାରୁ ଉଛୁର ହେଲାଣି ସବୁ ଅସ୍ତିତ୍ୱର ସ୍ମୃତି ଚିହ୍ନ ବି

Loading

Apr
2021
13

*ଅଶ୍ରୁ ଅନୁରାଗ–ଜ୍ଞାନେନ୍ଦ୍ର ପଣ୍ଡା*

#ଅଶ୍ରୁ_ଅନୁରାଗ ************* କଣ୍ଟାଘାତ ଜର୍ଜରିତ ହାତର କଥା ବୁଝେ କିଏ… ସ୍ବୀକାରୋକ୍ତି ଆଶାର ଗୋଲାପ ହାତରେ ହିଁ ମଉଳିଯାଏ, ଲୁହ ରକ୍ତର ରଙ୍ଗରେ ପଦ୍ମବନର ପ୍ରିୟା ବସନ୍ତ ଭିଜାଏ । କାନରେ କହେ ପୁଣ୍ୟତୋୟା… ଅଢେଇଦିନ ଫୁଲ ଜୀଏଁ ପୁଣି ମଉଳିଯାଏ, ସେ କେବେ ହୋଇନାହିଁ ମାଳିର କେବେ ବଗିଚାର ବି ନୁହେଁ, ହୃଦୟ ଖୋଜେନାହିଁ ରଙ୍ଗ ଅଥବା

Loading

Apr
2021
13

*ଅସ୍ତିତ୍ୱର ଅଭିନନ୍ଦନ–ଜ୍ଞାନେନ୍ଦ୍ର ପଣ୍ଡା*

#ଅସ୍ତିତ୍ୱର_ଅଭିନନ୍ଦନ ***************** ସକାଳର ଲୋହିତ ସିନ୍ଦୁରା ତଳେ ହିମାଳୟରୁ ଇନ୍ଦୁସାଗର ପର୍ଯ୍ୟନ୍ତ ଆକାଶ ଆଜି ଦିଶୁଛି ଗୈରିକ… ବିଜୟର ସିଂହନାଦ ଶୁଭୁଛି ସିନ୍ଧୁନଦୀର କୋଳରେ ଆଜି ସବୁ ଧ୍ୱଜ ଦିଶୁଛି ସେଇ ଗୋଟିଏ ରଙ୍ଗ ଆସ ଆର୍ଯ୍ୟଙ୍କ ମହାନ ସନ୍ତାନଗଣ… ଇନ୍ଦ୍ରପ୍ରସ୍ଥର ଛାତିରେ ଉଡାଇବା ଆକାଶ ଲମ୍ବର “ଗୈରିକ ଧ୍ୱଜ” । ହାତରେ ଧରି ଶୌର୍ଯ୍ୟର ବାରହାତ ମାପ

Loading

Apr
2021
12

*ଶୁଣ ଈଶ୍ୱର ଅନୁରୋଧ– ଜ୍ଞାନେନ୍ଦ୍ର ପଣ୍ଡା*

#ଶୁଣ_ଈଶ୍ୱର_ଅନୁରୋଧ ******************** ମାଇଲ ମାଇଲ ଧରି ବ୍ୟାପିଛି କଂକ୍ରିଟର ଜଙ୍ଗଲ…ନଡ଼ା ଟିକେ ଦିଶୁନି ଧାନ ଗଜା ସନ୍ଧାନରେ ବାପା ଯାଇଥିଲା ଯେ ଏ ଯାଏଁ ଫେରିନାହିଁ । ବସା ପାଇଁ ଟିକେ କାଠି, କୁଟା ଲୋଡ଼ା ସେତକ ସଂଗ୍ରହ କରିବାକୁ ଗଲା ପରଠାରୁ ମୁଣ୍ଡିଆ ପାହାଡ଼ରେ ନିଆଁ ଆଉ ଲିଭୁନାହିଁ ଜଙ୍ଗଲ କଥା ନ’କହିବା ଭଲ, ମା’ ବି

Loading

Apr
2021
12

*ରାତି–ଜ୍ଞାନେନ୍ଦ୍ର ପଣ୍ଡା*

#ରାତି ****** “ରାତି” ଗଭୀର ହୁଏ ଅରଣ୍ୟରେ… “ରାତି” ବେଶ୍ ଗଭୀରତାରେ ଶୋଇପଡ଼େ ଅରଣ୍ୟରେ ନିକାଞ୍ଚନରେ ନଦୀ ପରି ବହେ କାହାର ଚେତନା ନଦୀ ଅରଣ୍ୟ ହୋଇ ବହେ…। ଦେବସଭା ବସେ ପାଖ ଶ୍ରୀମନ୍ଦିରରେ ଗର୍ଭଗୃହ ବିବର୍ତ୍ତନବାଦର ରଙ୍ଗମଞ୍ଚ ସାଜେ ପୋଖରୀର ମାଛ, କଇଁଛ ପାଲଟିଯାଆନ୍ତି ମଣିଷରେ ! “ରାତି”, ମାଟିକୁ ସ୍ଵର୍ଗ କରିଦିଏ…। “ରାତି”, ଜଙ୍ଗଲ ପାହାଡକୁ

Loading

Apr
2021
12

*ଦେବୀ– ଜ୍ଞାନେନ୍ଦ୍ର ପଣ୍ଡା*

#ଦେବୀ… ********* ଆଗକୁ ଝୁଙ୍କିପଡିଛି ମୁଁ ଯୋଡ଼ହସ୍ତ ଘେନି ଛୁଇଁବାର ଆଶାରେ, ସ୍ବର୍ଣ୍ଣିମ କମନୀୟ ତୁମର ସେହି ଦୁଇପାଦ । ମୋତେ ଆତ୍ମସାତ କରିନିଅ, ସୃଷ୍ଟିରେ ମୋତେ ବିଲୟର ଦର୍ଶନ କରାଅ । କୁହ ନିଜ ଦେହରେ କାହିଁକି ଆଙ୍କିଛ ଅସତ୍ୟ କୃତ୍ରିମତାର ଲୋଭନୀୟ ଛବି ? ହେତୁଠାରୁ ଖୋଜିନାହିଁ ସୂର୍ଯ୍ୟ କେବେ ଆଲୋକର ରେଣୁଟିଏ, ତୁମେ ତ’

Loading

Apr
2021
12

*ଇନକିଲାବ୍ ଜିନ୍ଦାବାଦ୍ — ଜ୍ଞାନେନ୍ଦ୍ର ପଣ୍ଡା*

#ଇନକିଲାବ୍ ଜିନ୍ଦାବାଦ୍ ! ******************* ଚାଲ ମୋର ସଂଗ୍ରାମୀ ସଖା ସହୋଦର ଆଜି ମଦମତ୍ତ ହେବାର ବେଳ ବିଳମ୍ବ ନ’ କର… ହେ ବିଳମ୍ବ ନ’ କର… ଆସ ହେବା ଅଗ୍ରସର । ତୁମେ ପ୍ରେମ କର, ଫିଙ୍ଗିଦିଅ ହାତରୁ ଗୋଲାପ ହାତରେ ଅସ୍ତ୍ର ଧର, ଏବେ ପରା ଗୋଲାପରୁ କଣ୍ଟା ସଫା କରିବାର ବେଳ । କେତେ

Loading

Apr
2021
12

*ଭଗ୍ନ ଡେଣା– ଜ୍ଞାନେନ୍ଦ୍ର ପଣ୍ଡା*

#ଭଗ୍ନ ଡେଣା *********** ସନ୍ଧ୍ୟା ନଇଁ ଆସିଲେ କେହି ଜଣେ ପ୍ରଚ୍ଛଦ୍ଦପଟରେ କାଳିଛିଆ ରଙ୍ଗ ବୁଣିଦିଏ ଠିକ ଏତିକିବେଳର ବିଗତ ବେଳାରେ କେବେ ମୋ ଆଖିର ଅନ୍ଧାର ବିଭୋର ଆକାଶୀୟ ରଙ୍ଗମଞ୍ଚରେ ଅଗଣିତ ସଜିଲ୍ ତାରା ଟୁପ୍ ଟାପ୍ ଉଉଁଥିଲେ । ନିଜସ୍ୱ କଳାରେ ତନ୍ମୟ ତାରାଙ୍କ ଭିତରୁ କେହି ମେଘ କୋଳରେ ଅଳସ ଭାଙ୍ଗୁଥିଲା, ତ’ ଆଉ

Loading

Apr
2021
12

*ଈଶ୍ୱର କାନ୍ଦିଲେ-ଜ୍ଞାନେନ୍ଦ୍ର ପଣ୍ଡା*

#ଈଶ୍ୱର କାନ୍ଦିଲେ ************** ହୃଦୟରେ ଛଳନା, ଇର୍ଷା, ଲୋଭ, ହିଂସା, ପରଶ୍ରୀକାତରତାର ବହଳେ ଆସ୍ତରଣ, ଚକ୍ଷୁର ଲୋଲୁପ ଦୃଷ୍ଟିରେ ହୁତ୍ ହୁତ୍ ଅନଳ ଦେଖ… ମଣିଷ ଜାଳୁଛି ଅସଂଖ୍ୟ ଶିମିଳିପାଳ ! ଏଇ ଯେ ଶୁଣାଯାଏ,, ହାୱାରେ ତଥାକଥିତ ଭୁତାଣୁର ପ୍ରହେଳିକାମୟ ଅବସ୍ଥିତି କଥା ,, ମାପିଛ କି କେବେ ଥରେ, ପ୍ରତିଟି ନିଶ୍ୱାସରେ ଏ ମଣିଷ କେତେ

Loading

Apr
2021
12

*ଆଦିଯୋଗୀ– ଜ୍ଞାନେନ୍ଦ୍ର ପଣ୍ଡା*

#ଆଦିଯୋଗୀ *********** ସେ ଖୋଜୁଥିଲା ବିଭତ୍ସ ଅନ୍ଧାରର ଉତ୍ସ ଅବିରାମ ଚାଲୁଥିଲା ସେ ଆଗକୁ ଆଗକୁ ତା’ ମଥାରେ ସବାର୍ ନଈବଢ଼ି ପରି ଘୋ-ଘୋ ପ୍ରଶ୍ନ… ଶେଷ କାହିଁ ଏ ଅନ୍ତହୀନ ଆଦ୍ୟତମ ଅନ୍ଧକାରର ? ଚଳମାନ ସୃଷ୍ଟି ଯଦି ସୁପ୍ତ ହୋଇଯାଏ !! ପିତାମହଙ୍କ ଜୀବନୀ ଶକ୍ତି ଯୋନିରୁ ଯୋନିକୁ ସଞ୍ଚାରିତ ହେବ କେମିତି ? କାହିଁ

Loading

Apr
2021
12

*ଜଳୁଛି ଶିମିଳିପାଳ– ଜ୍ଞାନେନ୍ଦ୍ର ପଣ୍ଡା*

#ଜଳୁଛି_ଶିମିଳିପାଳ **************** ସତରେ କେତେ କୌଶଳ ସେ ଜାଣେ କ୍ରମବିବର୍ତ୍ତନବାଦର ଉଦ୍ଭଟ ପରିକଳ୍ପନାକୁ ଆଢୁଆଳ କରି,, ଲୁଚେଇ ପାରେ ସିଏ ନିଜର ହିଂସ୍ର ଦାନ୍ତ ,, ମଖମଲି କପଡା଼ ପିନ୍ଧିବାର କୌଶଳକୁ ଆୟତ୍ତ କରିନେଇ,, ଘୋଡ଼ାଇ ଜାଣେ ସିଏ ନିଜ ଦେହ ଆଦିମତାର ଚିତ୍ର । ଆଭିଜାତ୍ୟର ମୁଖା ପିନ୍ଧି ସମ୍ଭ୍ରାନ୍ତ ହୋଟେଲରେ ଲୁଚାଇ ବସେ ନିଜର ପଶୁ

Loading

Apr
2021
12

*ଏକାନ୍ତ ଅନୁରୋଧ– ଜ୍ଞାନେନ୍ଦ୍ର ପଣ୍ଡା*

#ଏକାନ୍ତ ଅନୁରୋଧ **************** ତୁମ ମୁଖମଣ୍ଡଳରେ ଅଙ୍କିତ ଅପୌରୁଷେୟ ବେଦଙ୍କର ଜୀବନ୍ତ ଅଭିମନ୍ତ୍ରିତ ମହାଲୌକିକ ଋଚା ଶବ୍ଦ ନୀଳାଭ ଯୁକ୍ତ ବେନି ନୟନେ ବିରାଜିତ ସଂକ୍ଷିପ୍ତରେ ବିରାଟ ସ୍ୱୟଂ ଉପନିଷଦ…। ହେ ପ୍ରିୟ ଶୁନ୍ୟ ଓଁକାର..!! ଏ ନିଶ୍ଚୟ ସ୍ଵୟଂ ତୁମରି ଅବଲୀଳା ଯାହାକୁ ସର୍ବମାନ୍ୟରେ ବୋଲାଯାଏ ଶ୍ରୁତି ମୁଁ ଆର୍ଯ୍ୟ ଶ୍ରୋତ୍ରୀୟ ବ୍ରହ୍ମକଣିକାର ଜୀବାତ୍ମା ଟିଏ ଏହି

Loading

Apr
2021
12

*ବଉଦର ନାଁ ମେଘା ମିଶ୍ର — ଜ୍ଞାନେନ୍ଦ୍ର ପଣ୍ଡା*

#ବଉଦର ନାଁ ମେଘା ମିଶ୍ର ********************* କ୍ୟାମ୍ପଫାୟାରର ହୁତୁହୁତୁ ନିଆଁରେ କୁହୁଳୁଥାଏ ମୋ ମନ ତଳର ଯନ୍ତ୍ରଣା..,, ସେ ପାଖର ଝାପ୍ସା ଆଲୁଅ ପଟୁ ଭାସି ଆସୁଥାଏ ଶୀତର ନିର୍ଦ୍ଦୟ କୋହଲା ପବନ..,, ମୋର ବର୍ତ୍ତମାନକୁ ଛୁଇଁ ଆତ୍ମା ଥରାଉଥାଏ ହଳେ ତୀର୍ଯ୍ୟକ ଚାହାଣିର ଅବୁଝା ଛୁଆଁ..! ମେଘା ମିଶ୍ର… ତୁମକୁ ମୁଁ ଆଖି ବନ୍ଦ କରି ଆଙ୍କି

Loading

Apr
2021
12

*ଏଠି ଫେରିବାର ବାଟ ନାହିଁ– ଜ୍ଞାନେନ୍ଦ୍ର ପଣ୍ଡା*

#ଏଠି_ଫେରିବାର_ବାଟ_ନାହିଁ *********************** ଅନେକ ଦିନରୁ ମୋ ଭିତରେ ସାତତାଳ ପଙ୍କ ତଳ ରହସ୍ୟର ଅସମ୍ଭବ ଜିଜ୍ଞାସା, କେଜାଣି କେଉଁଠି ଅଛି ତୁମ ହୃଦୟ ଚିହ୍ନିତ ନକ୍ସା ..! କାହିଁ….. — ସେଇ ପ୍ରହେଳିକାର ଠିକଣା ? — କୁଆଡେ ଲୁଚିଛି ସେ ରାସ୍ତା ! ଆଃ… ଏଇତ ପ୍ରକୃଷ୍ଠ ସମୟ ତୁମେ ଏବେ ଗଭୀର ତନ୍ଦ୍ରାରେ ମୋ ମନର

Loading