#
ପାଳଭୂତ
ନିର୍ଜୀବତା ଭିତରେ ମୁଁ ଜୀବନ୍ତ
ମାନବ ସଦୃଶ ହୁଅଇ ପ୍ରତୀତ,
ଜୀବନର ନଗ୍ନ ଚିତ୍ର କରିଛି ଧାରଣ
ସମାଜ ପାଇଁ ସାଜିଛି ଉଦାହରଣ।
ବିଚିତ୍ର ମୋ ବେଶ ପରିପାଟୀ
ଏ ମନୁଷ୍ୟ ମୋତେ କରିଛି ସୃଷ୍ଟି,
ମୁଣ୍ଡଟି ଗଢା ମୋ ମାଟି ହାଣ୍ଡିରେ
ବାଉଁଶ ନଡ଼ାରେ ଶରୀର ସଜ୍ଜାରେ।
ଅନାଦି କାଳରୁ ମୁଁ ଯେ ଦଣ୍ଡାୟମାନ
ଚାଷୀ ଭାଇଙ୍କର ମୁଁ ମୁକ ସାଥୀ ସମ,
କ୍ଷେତକୁ ଜଗିଥାଏ ମୁଁ ବାରମାସୀ
ଚାଷୀ ମନରେ ଆଣିଥାଏ ଖୁସି।
ପକ୍ଷୀକୁ ଦୂରାଏ ଗୋରୁଗାଈଙ୍କୁ ଦୂରାଏ
ଜୀବକୁ ଦୂରାଏ ଜନ୍ତୁଙ୍କୁ ଦୂରାଏ,
ପ୍ରଚଣ୍ଡ ଖରା ବର୍ଷା ଶୀତ କାକରରେ
ସାଜେ ମୁଁ ଏଠି ଜୀବନ୍ତ ପାଷାଣରେ।
ପାଳଭୂତ ନାମେ ସର୍ବତ୍ର ପରିଚିତ
ଜାଗ୍ରତ ପ୍ରହରୀ ଏହି ସମାଜର,
ଶସ୍ୟ ଶ୍ୟାମଳା ଜନନୀ ମୋହର
ରହିଥିଲି ରହିଛି ରହିଥିବି ମୁଁ
ଚିର କାଳର।
ନାମ – ରଶ୍ମୀବାଳା ଶତପଥୀ
ସ୍ଥାନ – ଯାଜପୁର ଟାଉନ୍, ଯାଜପୁର
Name – Rashmibala satapathy
wow, awesome blog.Really looking forward to read more. Great.
Hi there, after reading this remarkable post i am too happy to share my experience here with friends.
Very good post.Much thanks again. Want more.
Thanks again for the blog post.Much thanks again. Will read on…
Very good blog post.Really thank you! Will read on…
Awesome blog post.Really looking forward to read more. Will read on…
Great, thanks for sharing this blog article. Will read on…
I value the post.Really looking forward to read more. Really Great.
I really like and appreciate your blog.Thanks Again. Want more.
Hello! This is my first visit to your blog! We are a collection of volunteers and starting a new initiative in a community in the same niche.Your blog provided us useful information to work on. You have done a marvellous job!