July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*-ପାଳଭୂତ– ରାକେଶ କୁମାର ଦାସ*

#
ଶୀର୍ଷକ-ପାଳଭୂତ
************

ବନ୍ଧୁ ଶବ୍ଦଟି ସର୍ବଦା ଅଟଇ ମହାନ
କେହି ନୁହେଁ ଏହି ଶବ୍ଦର ସମାନ
ପାଳଭୂତ ପରି ସଖା ମିଳିବ ସଂସାରେ କାହୁଁ
କୃଷକ କାର୍ଯ୍ୟରେ ସେ ହାତ ବଢ଼ାଏ ଯହୁଁ ।

କୃଷକର କ୍ଷେତକୁ ଚାତକ ପରି ଜଗି
ପଶୁପକ୍ଷୀଙ୍କୁ ଘଉଡ଼ାଇବାରେ ଥାଏ ଜାଗ୍ରତ,
ଭୁଲ ବଶତଃ ପ୍ରବେଶ କରିଣ ଦୁଷ୍ଟ ପଶୁପକ୍ଷୀ
ଭୟରେ ପଳାୟନ କରନ୍ତି ଜାଗା ଅନ୍ୟତ୍ର ।

ବାହ୍ୟ ଶତ୍ରୁରୁ ଜମିକୁ ସୁରକ୍ଷା ଦେଇ
ବନିଯାଏ ସେ କୃଷକ ପାଇଁ ମୂଲ୍ୟବାନ,
ତା’ପରି ପ୍ରକୃତ ବନ୍ଧୁଟିଏ ଏ ସମାଜେ
କାହୁଁ ମିଳିବ ଏତେ ପରୋପକାରୀ ମହାନ ।

ପ୍ରମାଣ କରିଛି ସେ କର୍ତ୍ତବ୍ୟରେ ନ ଥାଏ
ସୁନ୍ଦର ,ଅସୁନ୍ଦର ଚେହେରା ଭେଦ ଭାବ ,
ନିଜ ଶ୍ରମର ପାରିଶ୍ରମିକ ପାଏନି ସେ
କିନ୍ତୁ ଦୁରେଇ ଦିଏ କୃଷକର ଅଭାବ ।

ମୃତ୍ତିକାକୁ ସୁରକ୍ଷା ଦେଇ ଉତ୍ପାଦନ କ୍ଷମତା
ବଢ଼ାଇବାରେ ପାଳଭୂତର ଥାଏ ମୁଖ୍ୟ ଭୂମିକା,
ଗରିବ କୃଷକ ଭାଇକୁ ଉତ୍ତମ ସେବା ଯୋଗାଇ
ବନିଯାଏ ସେ ବନ୍ଧୁ ସଂସାରେ ସବୁଠୁ ଦାମିକା ।

——————————-
ରାକେଶ କୁମାର ଦାସ
ଜିଲ୍ଲା – ପୁରୀ
Rakesh Kumar Das
Dist – Puri

 107 total views,  1 views today

Leave a Reply

Your email address will not be published. Required fields are marked *