ସମ୍ପର୍କ ତୋର ମୋର। — ରଶ୍ମୀବାଳା ଶତପଥୀ
ସମ୍ପର୍କ ତୋର ମୋର ଅନେକ ଥର ତମେ ପ୍ରଶ୍ନ କର ତୁମର ମୋର ସମ୍ପର୍କ କଣ !….. ଜାଣିଛ ଯେବେ ପଚାରେ ବସି ହୃଦୟକୁ ମୋର କି ସମ୍ପର୍କ ଅଛି ଭିତରେ ଆମର, ସେ ଚୁପ୍ କରି କଣ କହେ ଜାଣିଛ !!… ମୁଁ ଫୁଲ ହେଲେ ତମେ ବାସ୍ନା ମୁଁ ରାତ୍ରି ହେଲେ
ସମ୍ପର୍କ ତୋର ମୋର ଅନେକ ଥର ତମେ ପ୍ରଶ୍ନ କର ତୁମର ମୋର ସମ୍ପର୍କ କଣ !….. ଜାଣିଛ ଯେବେ ପଚାରେ ବସି ହୃଦୟକୁ ମୋର କି ସମ୍ପର୍କ ଅଛି ଭିତରେ ଆମର, ସେ ଚୁପ୍ କରି କଣ କହେ ଜାଣିଛ !!… ମୁଁ ଫୁଲ ହେଲେ ତମେ ବାସ୍ନା ମୁଁ ରାତ୍ରି ହେଲେ
ତୁମେ ଥିଲେ ବୋଧେ ତୁମେ ଥିଲେ ବୋଧେ ଏହି ଜହ୍ନକୁ ଆଲିଙ୍ଗନ କରି ତାରାର ଚାଦର ଘୋଡେ଼ଇ , ଉପଭୋଗରେ ମଜ୍ଜି ଥାନ୍ତେ ପ୍ରତିଟି ରାତି ସେ ରାତିରେ ଲେଖା ହୋଇଥାନ୍ତା ଆମରି ପ୍ରୀତି। ତୁମେ ଥିଲେ ବୋଧେ ମୋ କୋଠରୀର ଶୂନ୍ୟତା ସବୁ ପାଲଟି ଯାଇଥାନ୍ତା ଗୋଲାପର ଫୁଲ, ଉଡି ବୁଲିଥାନ୍ତେ ଆମେ ଦୁହେଁ
ଲୁହ ରଶ୍ମୀବାଳା ଶତପଥୀ ନିଶବ୍ଦ ନିରୋଳା ଜାଗାର ଅନୁସନ୍ଧାନରେ ଯାଏ ଭ୍ରମି ଭ୍ରମି ଏଠି ସେଠି ବହୁ ଦୂରେ ଯେଉଁଠି ନ ଥିବେ ଜଣେ କେହି, ଲୁହକୁ କରିବାକୁ ପଡ଼ିବନି ଅପେକ୍ଷା ଅନାୟସରେ ପାରିବ ବହି। ଆଖି ଗଲାଣି ଥକି ଲୁହର ବୋଝ ଉଠାଇ ହୃଦୟ ଗଲାଣି ଥକି କୋହକୁ ସମ୍ଭାଳି କିଛି ବି ଦୃଶ୍ୟମାନ
ମା’ ର ବିଳାପ ବଦଳିଛି ରୂପରେଖ ସମାଜର ବଦଳିଛି ଏଠି ଗାଆଁ ରୁ ସହର, ଚାରିଆଡେ ଆଧୁନିକତାର ଡିଣ୍ଡିମରେ ମା ଧରିତ୍ରୀ କରେ ଆଜି ବିଳାପରେ। ବଦଳିଛି ମଣିଷର ମାନସିକତା ଭାଙ୍ଗିଛି ସମାଜର ଅସରନ୍ତି ସମ୍ପୂର୍ଣ୍ଣତା, ପ୍ରକୃତିର ଶୋଭାରାଜି କରେ ଅଭିମାନ ସେଥିପାଇଁ ଏଠି ଋତୁଚକ୍ରରେ ହୁଏ ପରିବର୍ତ୍ତନ। ବୃକ୍ଷ କାଟି ଗଢା ଯାଇଛି ଅଟ୍ଟାଳିକା ଚାଳ ଛପର
ଅଫେରା ଅତିଥି ଅନେକ ଦିନ ପରେ ଆଜି ଡାଏରୀ ଖୋଲି ବସିଲି, ଭାବିଲି କିଛି ଲେଖିବି ତୁମ ବିଷୟରେ !!!…. ଏମିତି ଲାଗିଲା ; ସ୍ମୃତି ଗୁଡାକ ସଜେଇ ହୋଇ ଅତୀତକୁ ଦେଖୁଛନ୍ତି ଯେପରି, ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ କବିତାରେ ସ୍ଥାନ ଦେଲି ଜାବୁଡ଼ି ଧରି।…….. ହୁଏତ ସେ ଶବ୍ଦ ସବୁ ଛୁଞ୍ଚି ହୋଇ
ଶୀର୍ଷକ – ପୁନଃମିଳନ ଅଳସୀ ଆଖିରେ ସପନ ଦେଖେ ତୁମ ପରି ଗୋଟେ ଜହ୍ନ, ବାନ୍ଧି ପାରେ ନାହିଁ ଚାନ୍ଦିନୀ ତାକୁ ଉଁଆସ ରାତିର ପାଦଚିହ୍ନ। ଦୁଃଖ ଅଛି ବୋଲି ଖୁସିର ମହକ ବେଶୀ ସିନା ବାସ୍ନାମୟ, ବିରହରେ ସିନା ପ୍ରୀତିର ରଙ୍ଗ ଲାଗେ ସିନା ପ୍ରେମମୟ। ଆଙ୍କି ଚାଲେ ତାର ଦରଦୀ ଆଖିରେ କେତେ ଯେ ଆସକ୍ତି
Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ରଶ୍ମୀବାଳା ଶତପଥୀ, ଯାଜପୁର, ଓଡିଶା ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି ,
ରାଜପଥ ବିସ୍ତୀର୍ଣ୍ଣ ଗଗନର ସୀମାହୀନ ଦିଗନ୍ତ ସ୍ଵୟଂ ସମର୍ପିତ ମନୋଭାବ ପର୍ଯ୍ୟାପ୍ତ, ନିର୍ବିକାର ନିରାକାର ମୂର୍ତ୍ତିମନ୍ତ ପ୍ରତୀକ ଯନ୍ତ୍ରଣା କ୍ଳିଷ୍ଟ ଭରା ଜୀବନେ ଅନେକ। ଅନାଦି ଆଦିମ କାଳରୁ ଜନ୍ମିତ ନିଶବ୍ଦ ନିଶ୍ଚଳ ଭାବେ ପ୍ରକଟିତ, କୃଷ୍ଣରଙ୍ଗ ମୟ ବିଶାଳ ହୃଦୟ ମନୁଷ୍ୟକୁ କୋଳାଇବାକୁ ସେ ଅଥୟ। କେଉଁଠି ସରଳ କେଉଁଠି ବକ୍ର ଜୀବନର ଅଙ୍କା ବଙ୍କା ପଥ,
# ପାଳଭୂତ ନିର୍ଜୀବତା ଭିତରେ ମୁଁ ଜୀବନ୍ତ ମାନବ ସଦୃଶ ହୁଅଇ ପ୍ରତୀତ, ଜୀବନର ନଗ୍ନ ଚିତ୍ର କରିଛି ଧାରଣ ସମାଜ ପାଇଁ ସାଜିଛି ଉଦାହରଣ। ବିଚିତ୍ର ମୋ ବେଶ ପରିପାଟୀ ଏ ମନୁଷ୍ୟ ମୋତେ କରିଛି ସୃଷ୍ଟି, ମୁଣ୍ଡଟି ଗଢା ମୋ ମାଟି ହାଣ୍ଡିରେ ବାଉଁଶ ନଡ଼ାରେ ଶରୀର ସଜ୍ଜାରେ। ଅନାଦି କାଳରୁ ମୁଁ ଯେ ଦଣ୍ଡାୟମାନ
ମୋ ପ୍ରିୟତମ ବସନ୍ତର ମଳୟ ପବନ ଛୁଇଁ ଗଲା ଶରୀରକୁ ଅଦୃଶ୍ୟ ହୋଇ ଆସି ତମେ ଜାଗ୍ରତ କରିଲ ମୋ ଶିହରଣ କୁ। ଧସେଇ ପଶି ଆସିଲା ତୁମେ ହଠାତ୍ ମୋ ଭାବନା ରାଇଜକୁ ତୁମର ସେ ଲାଜୁଆ ଓଠ ଆଉ କଳାମେଘୀ କେଶରେ ବାନ୍ଧି ନେଇଗଲା ସ୍ବପ୍ନ ଦୁନିଆକୁ। ଅଭିମାନୀ ପ୍ରିୟା ମୋର ଅଳିଅଝଟ ସବୁ ସହେ