ଫୁ
©ବିନୟ କୁମାର ମହାନ୍ତି।
ଆବାହନ,ସଂସ୍ଥାପନ,ବିସର୍ଜନ
ପୁନଶ୍ଚ ଆବାହନ
ଏକଇ ସର୍ଜନ ,
ଯିବା ଆସିବାର ଏକଇ
ଦ୍ବାର ।
ଦ୍ବାର ହିଁ ଜାଣେ ସେ
ଆଲୁଅ କୁ କି ଅନ୍ଧାରକୁ।
ଆକାଶ ମୁହାଁ
ଅଜାମ୍ବର ଗାଈଗୋଠ
ଅଡେଇ ଦେଇ ପାଟକୁ
ବରଗଛ ମୂଳେ ଲୁହ ଢାଳେ,
ଆକାଶକୁ ପଚାରେ ପ୍ରଶ୍ନ
ପାଏନା ଉତ୍ତର।
ବିତି ଯାଏ ଦିନ,
ଆବାଲ୍ୟ ଆଶିକି ଅବଧୁତ ହୋଇ
ଚାଲିଯାଏ ନୂଆ ପଥ ଅନ୍ବେଷଣରେ,
ଚାରୁ ଚାଲିଗଲା ପରେ
ମୃତଦାର ହୋଇ ରହିବାକୁ
ପସନ୍ଦ କରେନି
ପ୍ରେମିକ ପ୍ରବର ପରଶୁ।
ପ୍ରସିଦ୍ଧ ନକସଲର ପୁଅ
ବଡ ଶିଳ୍ପପତି,
ସତ୍ତା ପାଇଁ ରାସ୍ତାରେ
ଲାଲ୍ ଝଣ୍ଡା ଧରେ ଶିଳ୍ପପତିର ପୁଅ
ଉତ୍ତିଷ୍ଠ ରାଜା ବିପକ୍ଷରେ
ଅତିଷ୍ଠ ପ୍ରଜାଙ୍କୁ ମତାଏ।
ଆରୋହଣର ଅଭିଜ୍ଞତା ଲବ୍ଧ
ଜ୍ଞାନ ବାଣ୍ଟୁଥିବା ଜ୍ଞାନୀ ଗଣ
ଘାସ କାଟିବାକୁ ଚାଲିଯାଆନ୍ତି
ଗୋଟିଏ ଗୋଟିଏ ଦାଆ ଧରି।
ଦୁଃଖ ଧନ୍ଦାରେ ମାଆ
ଫେରିବା ବାଟକୁ ଚାହିଁ
ଡାହିମାଙ୍କୁଡି ଖେଳରେ
ଭୋକ ଭୁଲିଯାଏ କୁନି ପୁଅ,
ସାରା ଦୁନିଆର ଆରୋହଣ
ଅବରୋହଣର ତର୍କକୁ
ଫୁ କରି।
—————————–
ଅନ୍ଦୁଳି
କେନ୍ଦ୍ରାପଡ଼ା
ମୋ-9438140999
—————————-
You are so awesome! I don’t think I’ve truly read a single
thing like that before. So great to find somebody with a
few genuine thoughts on this subject. Seriously..
thanks for starting this up. This site is one thing that’s needed on the web, someone with
a bit of originality!
Wonderful, what a weblog it is! This web site gives helpful information to us, keep it up.
I pay a visit day-to-day some websites and sites to read posts, except this
weblog gives feature based articles.
I’m gone to tell my little brother, that he should also pay
a visit this webpage on regular basis to get updated from most recent news update.
Hey there! Quick question that’s completely off topic. Do you know how to make
your site mobile friendly? My website looks weird when browsing from my apple
iphone. I’m trying to find a theme or plugin that might be able to resolve this issue.
If you have any suggestions, please share. Thank you!
Unquestionably imagine that which you stated. Your favourite reason seemed to be at the
internet the easiest factor to keep in mind of. I say to you,
I certainly get annoyed at the same time as people think about concerns that they plainly do
not recognize about. You managed to hit the nail upon the top as smartly as outlined
out the entire thing with no need side-effects , other people could take a signal.
Will likely be back to get more. Thank you