#ବଣମଲ୍ଲୀ

 

 

“ହୁଅନ୍ତିକି ରଜନୀଗନ୍ଧା ର ମାଳାଟିଏ,

ସାଜନ୍ତି ମୁଁ ନବବଧୂ ର କବରୀରେ,

ହୁଅନ୍ତିକି ଗୋଲାପଟେ,

ସଜେଇପାରନ୍ତି ମୁଁ ବାସର କୋଠରୀ ଅତି ସ୍ନେହରେ,

ହେଲେ ମୁଁ ଯେ ବଣମଲ୍ଲୀ…

କାହିଁବା ସ୍ବପ୍ନ ମୋର,

ସେଥିପାଇଁ ନିତି ଗୁମୁରି ଗୁମୁରି ବାସ୍ନାରେ ମହକିତ କରାଏ,

ନିଜସ୍ୱ ର ପରିଚୟ ପାଇବାର ବାସ୍ତବତା ରେ l”

 26 total views,  1 views today

Leave a Reply

Your email address will not be published. Required fields are marked *