ଏଇ ଜୀବନଟା ସେଓ 🍎
ଏଇ ଜୀବନ ଟା ଗୋଟେ ସେଓ
ଯିଏ ଖାଉଛି ଖାଉ ….2
ନୁହେଁ ସେ, କଦଳୀ ଯିବ ତ ବଦଳି!
ନୁହେଁ ସେ କଦଳୀ ଯିବ ତ ବଦଳି
ନୁହେଁ ସିଏ ଖଟା ଓଉ ……
ଏଇ ଜୀବନ ଟା ଗୋଟେ ସେଓ ……..
ଯିଏ ଖାଉଛି ଖାଉ…..
ପତ୍ର କୋବି ପରି ମଣିଷ ଜୀବନ ପତରରେ ଖାଲି ଗଢା ………
ଝାଉଁଳି ଯାଏ ଏ ମଣିଷର ବାଟ
ହେଲେ ଟିକେ ଟାଣ ଖରା ……
ଏକା ଏକା ସିଏ ଚାଳେ ଝୁଲୁଥାଏ
ଏକା ଏକା ସିଏ ଚାଳେ ଝୁଲୁଥାଏ
ଜୀବନ ଟା ତାର ଲାଉ……..
ହୋ …. ଏଇ ଜୀବନ ଟା ଗୋଟେ ସେଓ ….
ଯିଏ ଖାଉଛି ଖାଉ…. 2 ।।।
ଶତ୍ରୁ ମାନେ ଏଠି ବାଇଗଣ ପରି
ଉପରୁ ଦିଶନ୍ତି ଚକ୍ ଚକ୍
କୁଣ୍ଢେଇ ହୋଇ ସଜ୍ଜା ସେ ଦିଅନ୍ତି
ନେଉଥାନ୍ତି ପ୍ରତିଶୋଧ…..
କାହାକୁ କରିବୁ ବିଶ୍ବାସ,
କାହାକୁ କରିବୁ ଅବିଶ୍ବାସ
ଜୀବନଟା ଥାଉ ଥାଉ……
ହୋ ଏହି ଜୀବନ ଟା ଗୋଟେ ସେଓ
ଯିଏ ଖାଉଛି ଖାଉ…….
ହୋ ଯିଏ ଖାଉଛି ଖାଉ…….
✍️ ଅନିରୁଦ୍ଧ ତିଆଡ଼ି
ବାଲେଶ୍ଵର ଅଡ଼ା ମାଣିତ୍ରି