Oct
2020
28
ପ୍ରେମ ଏକ ଯୁଦ୍ଧ
#ପ୍ରେମ_ଏକ_ଯୁଦ୍ଧ ••••••••••••••• ବାସ୍ ଟିକେ ବିଶ୍ୱାସ ର ଟୀକା ପିନ୍ଧିଦିଅ ହାତରେ ହାତ ଛନ୍ଦି ପ୍ରତିଜ୍ଞାର ଗଣ୍ଠି ପକେଇଦିଅ ନୀଳ ଆକାଶ ହସିବ ନୀଳ ସମୁଦ୍ର କାନ୍ଦିବ ତମେ ହାରିଗଲେ…… || ପ୍ରେମର ବିଜୟ ହୃଦୟର ଜୟ ହାତରେ ସମ୍ପର୍କର ତରବାରୀ ଶିର ଛେଦନ କର ଅହଂକାର ରୂପୀ ରାକ୍ଷସର ମୁଁ ଜିତି ଯାଇପାରେ ପ୍ରେମ ସାମ୍ରାଜ୍ୟ କୁ