Jan
2021
31
ଧୋକା — ସଂଯୁକ୍ତା ପଣ୍ଡା
“””ଧୋକା“”” ତୁମେ ମୋତେ କହି ଦିଅ ସାଥି କେମିତି କାଟିବି ମୁ ଦିନ ରାତି।୧। ଏକା ବଞ୍ଚିବାକୁ ଅଭ୍ୟାସ ଚାଲିଛି ତଥାପି କେବେ କେବେ ହାରି ମୁଁ ଯାଉଛି।୨। ତୁମକୁ ନିଜର କରି ବଞ୍ଚିବି ଭାବିଥିଲି ଜାଣି ମୁଁ ନଥିଲି ତୁମେ ଆଉ କାହାର ବୋଲି ।୩। ଜୀବନର ରାସ୍ତା ଏବେ ଏକା ମୁଁ ଚାଲିବି ଏକା ବଞ୍ଚିବାକୁ