May 22, 2022
11 11 11 AM
*Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022*
“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର
Latest Post
*Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022* “କିଏ ତୁମେ ଅଭିସାରିକା”- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର

ଧୋକା — ସଂଯୁକ୍ତା ପଣ୍ଡା

“””ଧୋକା“””

ତୁମେ ମୋତେ କହି ଦିଅ ସାଥି
କେମିତି କାଟିବି ମୁ ଦିନ ରାତି।୧।
ଏକା ବଞ୍ଚିବାକୁ ଅଭ୍ୟାସ ଚାଲିଛି
ତଥାପି କେବେ କେବେ ହାରି ମୁଁ ଯାଉଛି।୨।
ତୁମକୁ ନିଜର କରି ବଞ୍ଚିବି ଭାବିଥିଲି
ଜାଣି ମୁଁ ନଥିଲି ତୁମେ ଆଉ କାହାର ବୋଲି ।୩।
ଜୀବନର ରାସ୍ତା ଏବେ ଏକା ମୁଁ ଚାଲିବି
ଏକା ବଞ୍ଚିବାକୁ ସବୁ ପ୍ରୟାସ କରିବି।୪।
କେମିତିକା ସାଥି ତୁମେ ଏକା ଛାଡି ଗଲ
ଧୋକା ଦେଇ ଗଲ ତମେ ଆଉ ନ ଫେରିଲ।୫।
ବିରହ ବେଦନାରେ ଆଜି ଜଳି ମୁଁ ମରୁଛି
ତଥାପି ଚାତକ ପରି ଅପେକ୍ଷା କରିଛି।୬।
ତୁମ ପାଇଁ ବାପା ମାଆ କୁ ଛାଡି ମୁଁ ଆସିଲି
ତୁମ ପରି ଧୋକାବାଜ୍ ସାଥି ଦେଖି ମୁଁ ନଥିଲି।୭।
ଭଲ ପାଇବାର ମାନେ ତୁମେ ବଦଳାଇ ଦେଲ
ପ୍ରେମ ମାନେ ଧୋକା ବୋଲି ମୋତେ ଜଣାଇଲ।୮।
ଯାହା ସହ ଅଛ ସାଥି ଖୁସିରେ ରୁହ
ମୋତେ ଯେଉଁ ଧୋକା ଦେଲ ତାକୁ ନ ଦିଅ।୯।
ଜାଣିଛି ତୁମେ କେବେ ଫେରିବତ ନାହିଁ
ଏକା ହୋଇ ବଞ୍ଚିଛି ମୁଁ ତୁମ ଛବି ଚାହିଁ।୧୦।

ସଂଯୁକ୍ତା ପଣ୍ଡା

 577 total views,  1 views today

3 thoughts on “ଧୋକା — ସଂଯୁକ୍ତା ପଣ୍ଡା

Leave a Reply

Your email address will not be published.

+ 27 = 37