# ନିଦାଘ ସଙ୍ଗୀତ ************** ଋତୁ ପରେ ଋତୁ ଧରାକୁ ଆସୁଛି ଧରି କେତେ ନୂଆ ବେଶ, ଏହି ଋତୁ ଚକ୍ରେ ଆସଇ ନିଦାଘ ବସନ୍ତ ହୋଇଲେ ଶେଷ। ବସନ୍ତ ଋତୁର ମଳୟ ପବନ କୋଇଲିର କୁହୁ ତାନ, ଆମନ୍ତ୍ରଣ କରେ ଧରଣୀ ବକ୍ଷରେ ନିଦାଘର ଆଗମନ। ଆସିଲେ ନିଦାଘ ଧରଣୀ ରାଣୀର ସବୁଜିମା ନିଏ ଲୁଟି, ଗ୍ରୀଷ୍ମ
Read More
# ମାନବିକତା ********************* ଅତି ବୁଦ୍ଧିଆ ମଣିଷ ଭାବେ ସବୁ ଜନ୍ତୁଙ୍କ ଠାରୁ, ସୁବିଧା ପାଇଁ ନିଜ ଲୋକଙ୍କୁ ଜୀବନୁ ପଛେ ମାରୁ । ଯାହାର ଖାଇ ମଣିଷ ହୁଏ ତାହାରି କରେ କ୍ଷତି, ମିଛରେ ସିଏ ନାଟକ କରେ ଭାବେ ଚତୁର ଅତି। ମଣିଷ ପରି ମଣିଷ ଟିଏ ପାଉନି କେହି ଖୋଜି, ମଣିଷ ଦେହେ ପଶୁ
Read More
ଚାଲ ଯିବା କ୍ଷେତ ଆଡ଼େ ଶ୍ରୀ ରମାକାନ୍ତ ମାହାଳି ****************** ଧରାକୁ ଆସିଲା ଧାରା ଶିରାବଣ ବରଷା ରାଣୀକୁ ଧରି, ବିଲ ବାଡ଼ି ସବୁ ପାଣି ରେ ବୁଡିଲା ଚାଷୀ ମନ ଯାଏ ଭାରି। ରୁଆ ବେଉଷଣ କାମରେ ସଭିଏଁ ମାତି ଯାଇଛନ୍ତି ଆଜି, ଦିନ ବେଳେ ଘରେ ନରହନ୍ତି କେହି ଚାଷରେ ଯାଆନ୍ତି ମଜି
Read More