October 27, 2021
11 11 11 AM
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
Latest Post
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*

*ନିଦାଘ ସଙ୍ଗୀତ–ଶ୍ରୀ ରମାକାନ୍ତ ମାହାଳି*

# ନିଦାଘ ସଙ୍ଗୀତ
**************
ଋତୁ ପରେ ଋତୁ ଧରାକୁ ଆସୁଛି
ଧରି କେତେ ନୂଆ ବେଶ,
ଏହି ଋତୁ ଚକ୍ରେ ଆସଇ ନିଦାଘ
ବସନ୍ତ ହୋଇଲେ ଶେଷ।

ବସନ୍ତ ଋତୁର ମଳୟ ପବନ
କୋଇଲିର କୁହୁ ତାନ,
ଆମନ୍ତ୍ରଣ କରେ ଧରଣୀ ବକ୍ଷରେ
ନିଦାଘର ଆଗମନ।

ଆସିଲେ ନିଦାଘ ଧରଣୀ ରାଣୀର
ସବୁଜିମା ନିଏ ଲୁଟି,
ଗ୍ରୀଷ୍ମ ପ୍ରବାହରେ ସାରା ଜଗତରେ
ହାହାକାର ଯାଏ ଘଟି।

ନଈ ନାଳ କୂଅ ଗଡ଼ିଆ ପୋଖରୀ
ପାଣି ସବୁ ଯାଏ ଶୁଖି,
ଟୋପେ ପାଣି ପାଇଁ ଡହଳ ବିକଳ
ହେଉଥାନ୍ତି ପଶୁ ପକ୍ଷୀ।

ତଥାପି ଗ୍ରୀଷମ ନିରାଶ କରେନା
ଆଶାର ସଂଚାର କରେ,
ନିଦାଘ ନଥିଲେ ବର୍ଷା ଋତୁ କିବା
ଆସିଥାନ୍ତା ଧରଣୀରେ?

✍️ ଶ୍ରୀ ରମାକାନ୍ତ ମାହାଳି,
ଭୁବନେଶ୍ୱର ଜିଲ୍ଲା-ଖୋର୍ଦ୍ଧା
(Ramakanta Mahali)

 222 total views,  1 views today

Leave a Reply

Your email address will not be published. Required fields are marked *