March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ମାନବିକତା–ଶ୍ରୀ ରମାକାନ୍ତ ମାହାଳି*

# ମାନବିକତା
*********************

ଅତି ବୁଦ୍ଧିଆ ମଣିଷ ଭାବେ ସବୁ ଜନ୍ତୁଙ୍କ ଠାରୁ,
ସୁବିଧା ପାଇଁ ନିଜ ଲୋକଙ୍କୁ ଜୀବନୁ ପଛେ ମାରୁ ।
ଯାହାର ଖାଇ ମଣିଷ ହୁଏ ତାହାରି କରେ କ୍ଷତି,
ମିଛରେ ସିଏ ନାଟକ କରେ ଭାବେ ଚତୁର ଅତି।

ମଣିଷ ପରି ମଣିଷ ଟିଏ ପାଉନି କେହି ଖୋଜି,
ମଣିଷ ଦେହେ ପଶୁ ପ୍ରବୃତ୍ତି ଦେଖା ଯାଉଛି ଆଜି।
ସେବା ନାଁଆରେ ନେବା ଚାଲିଛି ପୁଲିସ ସାଜେ ଚୋର,
ରୋଗ ରେ ଯଦି ପଡ଼ିଲା କେହି ବନ୍ଧା ପଡ଼ିଲା ଘର।

କେଉଁଠି ହେଲେ ଆଜିର ନାରୀ ଭାବୁନି ସୁରକ୍ଷିତ,
ଘରେ ହେଉ କି ବାହାରେ ହେଉ ଅବା ସେ ରାଜପଥ।
ମଣିଷ ଠାରେ ମାନବିକତା ଖୋଜିଲେ ମିଳୁ ନାହିଁ,
ହୃଦୟ ତା’ର ତରଳୁ ନାହିଁ ଅନ୍ୟର ଦୁଃଖ ପାଇଁ।

ଭଲ ତ ଥିଲା ପୁରୁଣା ଦିନ ବଦଳି ଗଲା ଆଜି,
ସନ୍ଦେହ ଆଉ ପ୍ରତାରଣାରେ ସମାଜ ଗଲା ଭିଜି।
ଲୋଭ ମୋହରେ ମଣିଷ ଆଜି ଗଲାଣି ଅନ୍ଧ ହୋଇ,
ଦେଖି ପାରୁନି ଫରକ ସିଏ ସଦା ନିଶାରେ ରହି।

✍️ ଶ୍ରୀ ରମାକାନ୍ତ ମାହାଳି
(Shri Ramakanta Mahali)
୨୫, ଭାଗବତ ସନ୍ଧାନ, ଭୁବନେଶ୍ୱର-୭୫୧୦୨୫
ମୋ-୯୪୩୮୯୧୭୧୦୫

 678 total views,  1 views today

Leave a Reply

Your email address will not be published. Required fields are marked *