Sep
2021
24
*ପାହାନ୍ତି ସପନ–ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର*
# ପାହାନ୍ତି ସପନ**** *************** ଦିବା ସପନ ର, କାହାଣୀ ଅଧୁରା ପାହାନ୍ତି ସପନ ସତ ଜ୍ଞାନୀ, ଗୁଣୀ ଜନ, କହି ଯାଇଛନ୍ତି ଏଥିରେ ନାହିଁ ଦ୍ଵିମତ ।। ପ୍ରସନ୍ନ ଚିତ୍ତ ମୋ, ତନ୍ଦ୍ରା ଭିଜା ଆଖି ମୋହିନୀ ବଇଁଶୀ ସୂର ରକ୍ତଜବା ଓଷ୍ଠ, ସମ୍ମୋହନ କାନ୍ତି ଉଭା ସତେ ମାୟାଧର ।। ଆତ୍ମାର ମିଳନ,ଅପୂର୍ବ ସଂଯୋଗ ପାଇଛି