September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଚାଲ ଯିବା କ୍ଷେତ ଆଡେ -ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର*

ଚାଲ ଯିବା କ୍ଷେତ ଆଡେ

******””””””*****””””””******

ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର

————————————–

ଅର୍ଣ୍ଣ ଓ ଅନ୍ନ ର ପ୍ରକୃତ ମହତ୍ୱ,

ବିଭୁ ଦତ୍ତ ଉପାଦାନ..

ଜୀବନ ଜୀବିକା ମାନଦଣ୍ଡ ସାଜେ

କୃଷି ଯେ ଆମ ଜୀବନ ।।

 

ଜୀବ ଜଗତର ସୃଷ୍ଟି ଓ ବିନାଶ

ସ୍ୱର୍ଣ୍ଣପ୍ରସୁ ଭିତ୍ତିଭୂମି

ମାନବ ଜାତିକୁ ଜାଗ୍ରତ କରାଏ

କୃଷକ କୁ ଅଗ୍ରଗାମୀ ।।

 

ଗୁପତେ ରହିଛି ଅମୂଲ୍ୟ ସମ୍ପଦ

ଚାଷ କାମେ ଦେବା ଧ୍ୟାନ

ସୁନା କେଣ୍ଡା ଝୁଲି,ଫସଲ ଗାଇବ

ସମୃଦ୍ଧି ର ଗୀତି ଗାନ ।।

 

ଆମ ଦେଶ ଖ୍ୟାତି କୃଷି ହିଁ ଜୀବିକା

ଯିବା ନାହିଁ ଦୂର ଦେଶେ

ଅନ୍ନ ଦାତା ଆମ ଜୀବନର ପୁଞ୍ଜି

ପୂରଣ କରେ ନିମିଷେ ।।

 

ଧରଣୀ ରାଣୀ ଯେ, ମାତା ଅନ୍ନପୂର୍ଣ୍ଣା

ଜୀବିକା ର ପଥ ଯୋଡେ…

ଅର୍ଣ୍ଣ ଓ ଅନ୍ନ ର, ଗୁରୁତ୍ବ କୁ ବୁଝି

ଚାଲ ଯିବା କ୍ଷେତ ଆଡେ ।।

ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର

 

 205 total views,  2 views today

Leave a Reply

Your email address will not be published. Required fields are marked *