September 29, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ପାହାନ୍ତି ସପନ–ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର*

# ପାହାନ୍ତି ସପନ****
***************
ଦିବା ସପନ ର, କାହାଣୀ ଅଧୁରା
ପାହାନ୍ତି ସପନ ସତ
ଜ୍ଞାନୀ, ଗୁଣୀ ଜନ, କହି ଯାଇଛନ୍ତି
ଏଥିରେ ନାହିଁ ଦ୍ଵିମତ ।।

ପ୍ରସନ୍ନ ଚିତ୍ତ ମୋ, ତନ୍ଦ୍ରା ଭିଜା ଆଖି
ମୋହିନୀ ବଇଁଶୀ ସୂର
ରକ୍ତଜବା ଓଷ୍ଠ, ସମ୍ମୋହନ କାନ୍ତି
ଉଭା ସତେ ମାୟାଧର ।।

ଆତ୍ମାର ମିଳନ,ଅପୂର୍ବ ସଂଯୋଗ
ପାଇଛି ଅମିତବିତ୍ତ
ହସ୍ତ ପ୍ରସାରି ଯେ, ଅନାୟାସେ ଚାହିଁ
ହସୁଛନ୍ତି ରାଧାକାନ୍ତ ।।

ତୁମେ ଦାରୁବ୍ରହ୍ମ,ହେ ପରମ ବ୍ରହ୍ମ
ଭରସା ର ମହାଦ୍ରୁମ
ତୁମେ ତ ମାଧବ,ସବୁରି ବିଭବ
କେହି ନୁହେଁ ତୁମ ସମ ।।

ଶୟନେ ସାୟାହ୍ନେ,ଅବା ପ୍ରତି କ୍ଷଣେ
ଆସ ପାହାନ୍ତି ସପନେ
ନିଃସ୍ୱାର୍ଥ ପ୍ରେମର, ପରିଭାଷା ତୁମେ
ଇନ୍ଦ୍ରଧନୁ ମୋ ଜୀବନେ ।।

ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର, ଶିକ୍ଷୟିତ୍ରୀ, ଅଡବା ଗଜପତି ।।8658925781.

Loading

19 thoughts on “*ପାହାନ୍ତି ସପନ–ଶ୍ରୀମତୀ ଗୀତାଞ୍ଜଳୀ ମହାପାତ୍ର*

  1. I every time accustomed to read paragraph in information papers but now as I’m a user of World-wide-web Consequently from now I am utilizing Internet for content articles, due to Internet.

  2. Many thanks for every other informative web site. The location else could I get that kind of data created in this kind of an excellent means? I’ve a venture that I’m simply just now operating on, and I happen to be over the look out for this kind of info.

  3. Having read this I believed it was extremely informative.
    I appreciate you taking the time and effort
    to put this short article together. I once again find myself spending
    a significant amount of time both reading and commenting.
    But so what, it was still worth it!

  4. Thank you for the auspicious writeup. It in reality was once a amusement account it.

    Glance complex to far brought agreeable from you!
    By the way, how could we communicate?

  5. Write more, thats all I have to say. Literally, it seems as
    though you relied on the video to make your point.

    You clearly know what youre talking about, why throw away your intelligence on just posting videos to your weblog when you could be
    giving us something enlightening to read?

  6. Hello! This is my first visit to your blog!We are a group of volunteers and starting a new project in a community in the same niche.Your blog provided us beneficial information to work on. You have done a wonderful job!

Leave a Reply

Your email address will not be published. Required fields are marked *