ଗୌତମ ବୁଦ୍ଧ କପିଳବସ୍ତୁର ଲୁମ୍ବିନୀ ଉଦ୍ୟାନେ ସାକ୍ୟ ରାଜପରିବାରେ ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ଜନ୍ମି ବୁଦ୍ଧ ଅବତାରେ । ପିତା ଶୁଦ୍ଧୋଦନ ମାତା ମାୟାଦେବୀ କୋଳ କରିଲ ମଣ୍ଡନ ବହୁ ଆଡ଼ମ୍ବରେ ପିତା ମାତା କଲେ ସିଦ୍ଧାର୍ଥ ନାମ ଚୟନ । କାଳକ୍ରମେ ରାଜ୍ୟ ନଗର ଭ୍ରମଣେ ଜ୍ଞାନର ହେଲା ବିକାଶ ଜରା ବ୍ୟାଧି ମୃତ୍ୟୁ
Read More
🌹🙏ସକାଳ ଜଣାଣ 🙏🌹 ଶୁଭେନ୍ଦୁ କୁମାର ମହାପାତ୍ର ===================== ସଂସାର ଭୁଲିଛି ଜଂଜାଳ ଭୁଲିଛି ଭୁଲିଛି ସାରା ଦୁନିଆଁ ତତେ ମୁଁ ପାଇବି ସ୍ବର୍ଗପ୍ରାପ୍ତି ହେବି ମିଛ ନୁହେଁରେ କାଳିଆ!! ସଂସାରଟା ମାୟା ବନ୍ଧନରେ ବନ୍ଧା କାଳଫାସ ଟାଣୁଥାଏ ଜୀବନ ରଥରେ ବୁଦ୍ଧି ଯେ ସାରଥୀ ବିବେକ ଚାବୁକ ଦିଏ ଚାରିହାତ ଜାଗା ମୋପାଇଁ ଲୋଡ଼ାରେ ଦଣ୍ଡେ ଖାଇଯିବ
Read More
🌹🙏 ସକାଳ ଜଣାଣ 🙏🌹 ===================== ବାଇଶି ପାହାଚ ଶିଳାଖଣ୍ଡେ ମତେ କରିଦେ କାଳିଆ ତୁହି ତୋଭକତପାଦ ବାଜିଲେ ମୋଦେହେ ମୁକତି ଲଭିବି ମୁହିଁ !! ନୀତି ଦେଖୁଥିବି ତୋ କଳାବଦନ ବାଇଶି ପାହାଚେ ଥାଇ ନୀତି ଶୁଣୁଥିବି ତୋ ନାମ ଭଜନ ପାପ ଯେତେ ଯିବଧୋଇ ଦୟାର ସାଗର ଦୟା ରଖିଥିବୁ ଆଉ କିଛି ଲୋଡ଼ନାହିଁ !!
Read More