ବଗିଚାର ଫୁଲ – ମମତା ପାତ୍ର
ବଗିଚାର ଫୁଲ ତୁମେ ମୋ ମନ ବଗିଚାର ଫୁଲ ମୁଁ ତୁମ ମାଳି ରଖିବି ତୁମକୁ ସତେଜ ମୋ ସେନେହର ଜଳ ଢାଳି ଖିଲିଖିଲି ହସେ ତୁମ ଭୁଲେ ମୁଁ ଦୁଃଖ ଟିକିଟିକି କଥା ତୁମ ଆଣନ୍ତି ଅସରା ସୁଖ ତୁମେ ମୋ ମନ…… ତୁମେ ଅଳିଅଝଟର ବେଳେ ମୁଁ ଏକା ସାକ୍ଷୀ ତୁମ ଖେଳକସରତ
ବଗିଚାର ଫୁଲ ତୁମେ ମୋ ମନ ବଗିଚାର ଫୁଲ ମୁଁ ତୁମ ମାଳି ରଖିବି ତୁମକୁ ସତେଜ ମୋ ସେନେହର ଜଳ ଢାଳି ଖିଲିଖିଲି ହସେ ତୁମ ଭୁଲେ ମୁଁ ଦୁଃଖ ଟିକିଟିକି କଥା ତୁମ ଆଣନ୍ତି ଅସରା ସୁଖ ତୁମେ ମୋ ମନ…… ତୁମେ ଅଳିଅଝଟର ବେଳେ ମୁଁ ଏକା ସାକ୍ଷୀ ତୁମ ଖେଳକସରତ
ପୋଷ୍ଟମୋର୍ଟମ ତୋ ଯନ୍ତ୍ରଣା ଦୁଃଖକଷ୍ଟ ଉପରେ ହୋଇଥିବା ଅତ୍ୟାଚାର କହିଦେବୁ ବୋଲି ତୋତେ କଲା ସେ ଶବ ଶରୀରୁ କାଢିଲା ଜୀବନ କରି ତ ଶକ୍ତି ପ୍ରୟୋଗ…. ତଥାପି ଶେଷ ସନ୍ତକ ସେ ଶରୀର କହିଛି କଥା ବାହାର କରିଲେ ସତ୍ୟ କରି ଅନୁସନ୍ଧାନ ଦେହକୁ ତୋ କରି ଟିକିଟିକି ପ୍ରତି କୋଣଅନୁକୋଣ ମୃତକୋଷ
ଅଧାଵାଟ ବାଟୋଇ କାମନା ତୃଷ୍ଣା ମାୟା ମରୀଚିକା ନିଦାଘ ବୈଶାଖୀ ଝାଞ୍ଜି ଖରା ବାଲୁକାମୟ ଶୁଷ୍କ ମରୁଭୂମି ସାହାରା ରେ ବେସାହାରା…… ପାଦ ଫସିଯାଏ ଉଷ୍ମ ବାଲୁକାରେ ନାହିଁ କାହିଁ ଜୀବନ ସନ୍ଧାନ ଆଖି ଚାହିଁଚାହିଁ ଥକିଗଲାଣି ସେ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ…. ନାହିଁ ତହିଁ କାହିଁ ବୁନ୍ଦିଏ ଜଳର ବାସ୍ନା ବାଟୋଇ
ମୁଁ ସୁଦାମା ନୁହେଁ ମୁଁ ସୁଦାମା ନୁହେଁ ଯେ ତୁମେ ରାଜମହଲ ରୁ ଦୌଡ଼ି ଆସିବ ମୋତେ କୋଳେଇନବା ପାଇଁ….. ମୁଁ ଶବରୀ ନୁହେଁ ଯେ ତୁମେ ଚlଖିବ ମୋ ଅଇଁଠା କୋଳି ମୋତେ ଜଗତେ ଜାଣିବା ପାଇଁ…… ମୁଁ ନୁହେଁ ଦାସିଆ ଯେ ହାତ ବଢାଇବ ନଡ଼ିଆ ପାଇଁ…… ନୁହେଁ ମୁଁ
କଳ୍ପନାରେ ଦିନେ ଠାକୁରଘରେ ବସିଥିଲି ଦିନେ ହାତ ଯୋଡି ଜଗା ପାଶେ ଆଖିବୁଜି ଯେବେ ପ୍ରାର୍ଥନା କରିଲି ମନ ଉଡ଼ିଗଲା ଦୁରାକାଶେ…. କର୍ଣ୍ଣରେ ମୋହର ଓଁ ର ଧ୍ୱନି ହୋଇଗଲା ଗୁଞ୍ଜରିତ ଏକ ସ୍ୱଚ୍ଛ ଆଲୋକକୁ ଅନୁଭବକଲି ହୋଇଗଲି ବିମୋହିତ……. ଦୂର ଗଗନରେ ଭାସି ବୁଲୁଥିଲି ଶାନ୍ତ ସମୀର ସାଥେ ଅନୁଭବକଲି ପରମେଶ୍ୱରଙ୍କୁ
ପରୋକ୍ଷରେ ପରଜାପତି ସଭିଏଁ କୁହନ୍ତି ପରାଜପତି ତରକାଅତି ସେକଥାତ ମୋତେ ଜଣା ନାହିଁ ଫୁଲରୁ ଫୁଲକୁ ଘାସରୁ ଘାସକୁ ଦିନସାରା ଉଡି ବୁଲୁଥାଇ…… ଗଛରେ ଫଳ ଫଳାଇ ଥାଏ ମୁଁ ମୋ ପାଦର ରେଣୁ ଦେଇ ଦୁନିଆ ପାଳନେ ମୋହର ଭୂମିକା ପରୋକ୍ଷରେ ଅଛିରହି …….. ଦିନେ ଯେଉଁମାନେ ନିନ୍ଦୁଥିଲେ ମୋତେ ମୋର
ବେଳହୁଁ ହୁଅ ସାବଧାନ ପୃଥିବୀର ତାଳରୁ ତଳିପା ପ୍ରତି କୋଣଅନୁକୋଣ କେଉଁ ଜାଗା ଛାଡ଼ିନାହଁ କେତେ ଆବିଷ୍କାର ଉଦ୍ଭାବନ ପୁଣି କରିଅନୁସନ୍ଧାନ କରିଲ କଣ? ତାର ପ୍ରକୃତିକୁ ବଦଳାଇଦେଇ ଛୀନଭିନ କରିପକାଇଲ ବିଷାକ୍ତ କରିଦେଲ ତାର ଦେହ ମନ ପ୍ରାଣ ଋତୁ ପେରିବର୍ତନରେ ବଦଳିଛି ନିୟମ ବିଷାକ୍ତ ଆଜି ସବୁ ଉପାଦାନ ରୋଗ ବ୍ୟାଧି ଆଣିଛନ୍ତି ଷୋଳ୍ପାୟୂ
ଗାନ୍ଧାର ରାଜକୁମାରୀ ଅନ୍ଧାରକୁ ଡରେ ବୋଲି ଚାରିଆଡେ ଦୀପଜାଳି ଥିଲି ଆଲୁଅ ମୋ ପାଇଁ ସାତଶପନ ଜାଣି ସବୁ ନିଜେ ଲିଭାଇଲି…. ରାଜକୁମାର ପାଇବା ଆଶାରେ କେତେ ଦେବତା ମୁଁ ପୂଜିଥିଲି ପିତାଙ୍କ ସନମାନ ବଢିବା ପାଇଁକି ହସିହସି ବର ବରିନେଲି…… ସତୀନାରୀ ସ୍ଥାନ ପୂରଣ କରିକି ସ୍ୱାମୀଦୁଖେ ଭାଗୀହେଲି ନିଜ ପ୍ରତିଜ୍ଞା ରେ
ଇଏବି ମଣିଷ ନିଜ ପ୍ରଶଂସାରେ ସତ ମୁଖର ସେ ଦୁନିଆରେ ଭଲ ଦିଶେନା କିଛି କେହି ଟେକି କହିଲେ ମିତ୍ର ସେ ନିନ୍ଦିଲେ ପ୍ରଚଣ୍ଡ ରୌଦ୍ର…. ଅନ୍ୟ ଦୁଃଖେ ସୁଖୀ ହୁଏ ସୁଖେ ହୁଏ ଦୁଃଖୀ ତାହାର କର୍ମକୁ ନିନ୍ଦୁଥାଏ ସୁଖ ଦେଖିଲେ କେବେ ଦେହ ନସହେ…… ନିଜର କାମକୁ ନିଖୁଣ ଦେଖାଏ
ପାଦର ଅଳତା ତୁମ ଅଗଣାକୁ କରିଥିଲା ରଙ୍ଗୀନ ତାହା କଅଣ ଥିଲା ମୋ ପାଦର ଅଳତା ନା ଖଣ୍ଡାଧାର ରେ ବାଟଚାଲିବାକୁ କରିଥିବା ପ୍ରୟାସ ର ପରିଣାମ… ପାଦରୁ ଝରୁଥିଲା ଲାଲରଙ୍ଗ ଅଳତାର ନା ଲହୁର ଗୋଡ଼ରେ ଆଡେଇ ଆସିଥିଲି ଆପଣାର ସମ୍ବନ୍ଧୀଙ୍କୁ ଆଉ ସୃଷ୍ଟି କରିବାକୁ ନୂଆ କେତେ ସମ୍ପର୍କ…. ତୁମ ଘରକୁ ସଜାଡ଼ିବାକୁ ଉଜାଡିଲି