April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Feb
2021
21

ବସନ୍ତର ଅଭିଷେକ — ନିବେଦିତା ମହାପାତ୍ର (Nibedita Mohapatra) ମୁକୁନ୍ଦ ମିଶ୍ର ନଗର

ବସନ୍ତର ଅଭିଷେକ ———————- ନବ ପଲ୍ଲବରେ ସଜ୍ଜିତ ପ୍ରକୃତି ରାଣୀ ମଥାରେ ଦେଇଛି ସବୁଜ ପାଟ ଓଢଣୀ ହାତେ ଧରି ଭରା ବ‌ଉଳର ଅର୍ଘ୍ୟଥାଳୀ ଜାଳି ବସିଛି ହୃଦୟେ ପ୍ରତୀକ୍ଷା ଦୀପାଳୀ ଫଗୁଣ ଆସିଛି ନେଇ ଫଲ୍ଗୁର ବର୍ଣ୍ଣାଳୀ ମଧୁର ସ୍ବାଗତ ସଙ୍ଗୀତ ଗାଉଛି ଅଳି। ଆମ୍ରକୁଞ୍ଜେ ଗୁଞ୍ଜରିତ ହୋଇ ପିକ ସୁର ଧରା ବକ୍ଷରେ ଢାଳ‌ଇ ଅମୃତ

Loading

Jan
2021
26

ଗୋମାତା – ନିବେଦିତା ମହାପାତ୍ର

ଗୋମାତା ******* ସ୍କନ୍ଦ ପୁରାଣରେ ବର୍ଣ୍ଣିତ ରହିଛି ସାତ ମହାଶକ୍ତି କଥା ଗୋ, ବିପ୍ର, ବେଦ, ଦାନୀ, ସତୀ,ନିର୍ଲୋଭ ସତ୍ୟବାଦୀ ଶକ୍ତି ଗାଥା। (୧) ଏସବୁ ମଧ୍ୟରେ ଗୋ ବଂଶ ମହିମା ସର୍ବାଗ୍ରେ ରହିଛି ବୋଲି ଯୁଗେ ଯୁଗେ ଗୋମାତାଙ୍କ ଉପାସନା ଆସିଛି ସଂସାରେ ଚାଲି। (୨) ସନାତନ ଧର୍ମ ଧାରାରେ ଗୋମାତା ଅଟନ୍ତି ଯେ ସର୍ବଶ୍ରେଷ୍ଠ ତାଙ୍କରି

Loading

Dec
2020
8

ପ୍ରଥମାଷ୍ଟମୀ — ନିବେଦିତା ମହାପାତ୍ର

ପ୍ରଥମାଷ୍ଟମୀ ********* ନାରୀ ଜନମ ମୋ’ ସାର୍ଥକ କରିଲୁ ଦେଇ କୋମଳ ପରସ ଶୂନ୍ୟ ଗର୍ଭ ମୋ’ର ପୂର୍ଣ୍ଣ କରିଦେଇ ଭରିଲୁ ଓଠେ ହରସ। କେତେ ମାନସିକ ବ୍ରତ ପୂଜା ଫଳ ତୁହି ମୋ ଗେହ୍ଲେଇ ଧନ ତୋ ପାଇଁ ସୁନ୍ଦର ଲାଗ‌ଇ ଆଜି ଏ ପ୍ରଥମାଷ୍ଟମୀର ଦିନ। ହେମନ୍ତ ଛୁଇଁଲା ଧରଣୀ ବକ୍ଷକୁ ମଗୁଶିର ଆସିଗଲା ଅଷ୍ଟମୀ

Loading

Jul
2020
4

ପଢନ୍ତୁ ନିବେଦିତା ମହାପାତ୍ର ଙ୍କ ପ୍ରବନ୍ଧ ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ

🌹ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ🌹 ******************************* ପଲ୍ଲୀ ବିଳାସିନୀ ଉତ୍କଳ ଭୂଇଁର ସୌନ୍ଦର୍ଯ୍ୟ ସୁଷମା ଯେମିତି ମନୋମୁଗ୍ଧକର ତା’ କଳା,ସଂସ୍କୃତି,ଲୋକଗୀତ,ପରମ୍ପରା,ଐତିହ୍ୟ ସେମିତି ମନୋଜ୍ଞ ଓ ଅନନ୍ୟ,ଯାହାର ବର୍ଣ୍ଣନା କରିବା ଅସମ୍ଭବ। ଓଡ଼ିଶାର ପାଣି ପବନରେ ଏପରି ଅନେକ ପରିଚିତ ଏବଂ ପୂର୍ବ ପ୍ରଚଳିତ ଲୋକ କଥା ଓ ଲୋକଗୀତ ରହିଥିଲା ଯାହା ଆଜି କାଳର କରାଳ ଗର୍ଭରେ

Loading

Jun
2020
26

*ପଢନ୍ତୁ ନିବେଦିତା ମହାପାତ୍ର ଙ୍କ ଅନୁଭୂତି ମୂଳକ ଗଳ୍ପ,-ଅପେକ୍ଷାର ଫଳ ମିଠା*

ଅପେକ୍ଷାର ଫଳ ମିଠା **************** “ତୋର ସରିଲା ନା ନାହିଁ,କେତେ ସମୟ ନବୁ କହିଲୁ,ଡେରି ହେଉଛି ଟି?ସେ ଆଡେ ଯଦି ସବୁ ବନ୍ଦ ହେଇଯିବ ଦେଖିବୁ।” ଘରକୁ ଭାଇ ଆସିଲେ ଏଇଟା କହିବା ମୋର ଅଭ୍ୟାସ।ଯୁଆଡେ ବାହାରିଲା ବେଳକୁ ଭାଇ ସବୁବେଳେ ଏମିତି ଡେରି କରେ ଆଉ ମତେ ନେଇ ଯିବାର ଥିଲେ ଯଦି ଡେରି କଲା ମୁଁ

Loading

Jun
2020
20

ଅନୁଭୂତିରେ ମୋ ବିଦ୍ୟାଳୟ — ନିବେଦିତା ମହାପାତ୍ର

ଅନୁଭୂତିରେ ମୋ ବିଦ୍ୟାଳୟ *************************** ବିଦ୍ୟାଳୟରେ ଦଣ୍ତ ଦେବାର ବ୍ୟବସ୍ଥା ଆଜି ନାହିଁ।ସେଥିପାଇଁ ସରକାରୀ ସ୍ତରରେ ଅନେକ ଆଇନ ରହିଛି।କିନ୍ତୁ ମୋ ମତରେ ବିଦ୍ୟାଳୟରେ ଛୋଟ ଛୋଟ ଦଣ୍ତର ବ୍ୟବସ୍ଥା ରହିବା ଆବଶ୍ୟକ।କାରଣ ଏହିପରି କିଛି ଦଣ୍ତ ଛାତ୍ରଛାତ୍ରୀମାନଙ୍କ ଜୀବନ ପରିବର୍ତ୍ତନ କରିଦେଇଥାଏ।ମୋ’ଜୀବନର ଏ ଘଟଣା ତା’ର ଏକ ଉଦାହରଣ ମାତ୍ର। ଏହି ଘଟଣା ସେତେବେଳର ଯେତେବେଳେ ମୁଁ

Loading