Feb
2021
24
ତା’ ଠିକଣା — କାଳିକିଙ୍କର ରଥ
ତା’ ଠିକଣା ******************** ତା ଠିକଣା ସୁବହ ଅପରାହ୍ନ ପରିଚୟ କେ ଦିନୁ ନିଶ୍ଚିହ୍ନ କା’ ନଜର ପଡ଼ିଲେ ଦୟାରେ ଆହା ପଦେ ଦୁଇମୁଠା ଅନ୍ନ । ମାତୃଭୂମି କଅଣ ଜାଣେନା କି କର୍ମର ଦଣ୍ଡ ଇଏ ସିନା ସେ ନଖାଉ ମୁଁ ତ ଖାଉଛି ଶୋଚ୍ ଭିନ୍ନ ଅଭିନ୍ନ ଯୋଜନା । ଚରଲଗା ଡିଣ୍ଡିମେ ତାମ୍ବଡା ଶବ୍ଦଝଡା